Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ କୋର୍ଟ

by ସଞ୍ଜୟ ସ୍ୱାଇଁ
April 16, 2021
in Feature News, State
ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ କୋର୍ଟ
880
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଅ, ଆ ଲେଖି ପାରୁନଥିବା ବା ପଢି ପାରୁନଥାଇ ସରପଞ୍ଚ ହୋଇଥିବା ଜଣେ ସରପଞ୍ଚଙ୍କୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛନ୍ତି । ସୂଚନାନୁସାରେ, ଭଦ୍ରକ ସଦର ବ୍ଲକ୍ ଅନ୍ତର୍ଗତ ଦୈସିଂ ପଞ୍ଚାୟତର ସରପଞ୍ଚ ପାର୍ବତୀ ମାଝୀ ୨୦୧୭ ନିର୍ବାଚନରେ ନିର୍ବାଚନ ଲଢି ବିଜୟୀ ହୋଇ ସରପଞ୍ଚ ହୋଇଥିଲେ । ସରପଞ୍ଚ ହୋଇଥିଲେ ମଧ୍ୟ ଓଡ଼ିଆ ପଢି ନପାରିବା ଓ ଲେଖି ନପାରିବାରୁ ପୂର୍ବରୁ ଏନେଇ ଅଭିଯୋଗ ହୋଇଥିଲା । ଏହାକୁ ବିଚାର କରି ଆଜି କୋର୍ଟ ଦୈସିଂ ସରପଞ୍ଚ ପାର୍ବତୀ ମାଝୀଙ୍କୁ ଆଯୋଗ୍ୟ ସରପଞ୍ଚ ଭାବେ ଘୋଷିତ କରିଛନ୍ତି । ସରପଞ୍ଚଙ୍କ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ବାଗନ ସିଂ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହାର ଆଜି ଭଦ୍ରକ ଜିଲ୍ଲା ଦୌରାଜଜ୍ ଶୁଣାଇଛନ୍ତି । ପାର୍ବତୀ ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ନିର୍ବାଚନ ଅଧିକାରୀଙ୍କୁ ଶୀଘ୍ର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!