Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଣକୁଳ ସର୍ବଭାରତୀୟ ଫୁଟବଲ ମଂଧ୍ୟପ୍ରଦେଶ ବିଜେତା

by ସଞ୍ଜୟ ସ୍ୱାଇଁ
November 10, 2019
in Sports, State
16
VIEWS
Share on FacebookShare on Twitter

ଲଡୁକେଶ ଆଥଲେଟିକ ଆସୋସିଏସନ ପକ୍ଷରୁ ୬୦ ତମ ସର୍ବଭାରତୀୟ ଫୁଟବଲ ଖେଳର ଫାଇନାଲ ମ୍ୟାଚ ମଂଧ୍ୟପ୍ରଦେଶର ରତଲାମ ସିଟି ଫୁଟବଲ କ୍ଲବ ବିଜେତା ହେଇ ସାଇ ହାଲ ସୁନାବେଢା ପରାଜିତ ହୋଇଛି । ଖେଳ ବହୁତ ସଂଘର୍ଷ ପୂର୍ଣ୍ଣ ଥିଲା । ଦୁଇ ଲଢୁଆ ଦଳ ଭିତରେ ଖେଳ ଏମିତି ହୋଇଥିଲା ଯେ ଖେଳ ଅମିମାସିଂତ ଥିଲା । ଆସୋସିଏସନ ନିୟମ ଅନୁଯାୟୀ ଉଭୟ ଦଳକୁ ପୁଣି ୧୦ ମିନିଟ ଖେଳିବାକୁ ଦିଆଯାଇଥିଲା । ତଥାପି କେହି କାହାକୁ ଗୋଲ ଦେଇପାରି ନଥିଲେ । ଶେଷରେ ଟ୍ରାଇବେକର ଆଶ୍ରୟ ନିଆଜାଇଥିଲା ଏବଂ ୩/୨ ଗୋଲ ରେ ମଂଧ୍ୟପ୍ରଦେଶ ବିଜେତା ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବେ ବିଧାୟକ ସୋମ୍ୟରଞନ ପଟ୍ଟନାୟକ, ରମେଶ ବେହେରା ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପରହିତ କରିଥିଲେ । ଅରକ୍ଷୀ ଅଧୀକ୍ଷକ ଶଷୀଭୂଷଣ ଶତପଥି, ଲୋକନାଥ ସାହୁ, ସମ୍ପାଦକ ଯୋଗେନ୍ଦ୍ରନାଥ ପ୍ରଧାନ ଏବଂ ନୟାଗଡ ଡି.ଏଫ୍.ଓ ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ୩୦ ହଜାର ଟଙ୍କା ଓ ପରାଜିତ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ହଜାରେ ହଜାରେ ଦର୍ଶକ ଯୋଗ ଦେଇଥିଲେ ।

http://baghuabarta.com/backup/wp-content/uploads/2019/11/VID-20191110-WA0012.mp4

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!