Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାର ଦୋକାନରେ କୃଷି ବିଭାଗର ଚଢ଼ାଉ, ଦୋକାନ ସିଲ୍

by Anil Panda
August 24, 2020
in Crime, Nayagarh
ସାର ଦୋକାନରେ କୃଷି ବିଭାଗର ଚଢ଼ାଉ, ଦୋକାନ ସିଲ୍
2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ଅଭିଯୋଗ ଆସୁଥିବା ବେଳେ ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଜିଲ୍ଲା କୃଷି ଅଧିକାରୀ ଆୟୁର୍ଦେହୀ ମିଶ୍ରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଇଟାମାଟିର ଏକ ସାର ଦୋକାନରେ ବହୁ ପରିମାଣରେ ସାର ଗଚ୍ଛିତ ଥିବା ଖବର ପାଇ ଏହି ଚଢ଼ାଉ କରାଯାଇଥିବା ବେଳେ ଏଠାରେ ଆନୁମାନିକ ଶହେ ମେଟ୍ରିକ ଟନ୍ ସାର ଗଚ୍ଛିତ କରାଯାଇ କଳାବଜାରୀ ପାଇଁ ରଖାଯାଇଥିବା ଦେଖାଯାଇଥିଲା । ଯାହାକୁ ନେଇ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥିତିରେ ଇଟାମାଟି ବଜାର ସ୍ଥିତ ଉମେଶ କୁମାର ସାହୁଙ୍କ ସାର ଗୋଦାମ ଏବଂ ଦୋକାନକୁ ସିଲ୍ କରାଯାଇଥିବା ଜଣାଯାଇଛି । ଏଠାରେ କେତେ ପରିମାଣର ସାର ମହଜୁଦ ରହିଥିଲା ତାହାର ଆକଳ କୃଷି ବିଭାଗ କର୍ମଚାରୀମାନେ କରୁଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ସବୁ ଅଂଚଳରେ ଚଢ଼ାଉ କରାଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!