ନୟାଗଡ଼, (ବାଘୁଆବାର୍ତ୍ତା): ଭାରତୀୟ ଜନତା ପାର୍ଟିର ଯୁବନେତା ସନ୍ତୋଷ ପ୍ରଧାନ ଆଜି କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କିଛିଦିନ ହେବ ସେ ଜ୍ୱରରେ ପୀଡ଼ିତ ଥିବା ବେଳେ ଆଜି ତାଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ଭୂବନେଶ୍ୱର ସମ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ନିକଟତମ ମହଲ ତଥା ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।





