Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଙ୍ଗରୋଧ କେନ୍ଦ୍ରରେ ୨ହଜାର ଲୋକଙ୍କୁ ଖାଦ୍ୟଦେଲା ରୋଟାରୀ କ୍ଲବ୍‌

by ସଞ୍ଜୟ ସ୍ୱାଇଁ
June 5, 2020
in Health
ସଙ୍ଗରୋଧ କେନ୍ଦ୍ରରେ ୨ହଜାର ଲୋକଙ୍କୁ ଖାଦ୍ୟଦେଲା ରୋଟାରୀ କ୍ଲବ୍‌
18
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୌରପରିଷଦ ପରିଚାଳିତ ସ୍ଥାନୀୟ ଈଶ୍ୱର କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ରରେ ଗତ ମେ ୩ ତାରିଖରୁ ଆଶ୍ରୟ ନେଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ଦିନକୁ ଚାରିଥର ଖାଦ୍ୟ ଯୋଗାଇବା ପାଇଁ ପରିଚାଳନା ଦାୟିତ୍ୱ ନେଇଥିବା ନୟାଗଡ଼ ରୋଟାରୀ କ୍ଲବ୍ ଇତିମଧ୍ୟରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ସାରିଲାଣି । ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ରୋଟାରୀ କ୍ଲବ୍‌ର ମୁଖ୍ୟ ସଂଯୋଜକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସହରାଞ୍ଚଳ ମିଶନ୍ ଅଧିକାରୀ ସରୋଜ ପଣ୍ଡା, ରୋଟାରିଆନ୍ ଧିରେନ୍ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଙ୍ଗରୋଧ କେନ୍ଦ୍ରକୁ ଖାଦ୍ୟ ଯୋଗାଣ ନିୟମିତ ଭାବେ ଚାଲୁରହିଛି । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଆହାରକେନ୍ଦ୍ର ଭ୍ୟାନ୍‌ରେ ଆହାର କର୍ମଚାରୀମାନଙ୍କ ସହାୟତାରେ ସଙ୍ଗରୋଧ କେନ୍ଦ୍ରକୁ ପ୍ରତ୍ୟହ ଖାଦ୍ୟ ପହଞ୍ଚାଯାଇଛି । କୋଭିଡ୍‌-୧୯ ନିୟମାନୁଯାୟୀ କର୍ମଚାରୀମାନେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ସଙ୍ଗରୋଧ କେନ୍ଦ୍ରକୁ ସାହସବାନ୍ଧି ଯାଉଥିବାରୁ ଜିଲ୍ଲାପ୍ରଶାସନର ପ୍ରଶଂସାର ପାତ୍ର ହୋଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!