Tuesday, December 16, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସନ୍ଦିଗ୍ଧ ଯୁବକ ଅଟକ, ବଡ଼ ମୁଣ୍ଡ ଖୋଜା ଚାଲିଛି !

by ସଞ୍ଜୟ ସ୍ୱାଇଁ
December 18, 2019
in Crime
ସନ୍ଦିଗ୍ଧ ଯୁବକ ଅଟକ, ବଡ଼ ମୁଣ୍ଡ ଖୋଜା ଚାଲିଛି !
46
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଟାଉନଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ସନ୍ଦିଗ୍ଧ ଯୁବକମାନଙ୍କୁ ଅଟକ ରଖାଯାଇଛି । ବିଭିନ୍ନ ପ୍ରକାର ମାମଲାରେ ସଂଶ୍ଲିଷ୍ଟ ଥିବା ନେଇ ପୁଲିସ ରୋଚକ ଖବର ପାଇବା ପରେ ସେମାନଙ୍କୁ ତନାଘନା ଚଲାଇଛି । ବିଭିନ୍ନ ରାହାଜାନୀ,ବ୍ୟାଙ୍କ ଡକାୟତୀ ଏବଂ ଅନେକ ଅନୈତିକ କାର୍ଯ୍ୟରେ ଏହି ଯୁବକମାନେ ଲିପ୍ତ ରହିଛନ୍ତି । ସେମାନଙ୍କର ମାଷ୍ଟର ମାଇଣ୍ଡ ତଥା ବଡ଼ ମୁଣ୍ଡକୁ ପୁଲିସ ଖୋଜୁଛି । ସନ୍ଦିଗ୍ଧ ଯୁବକମାନେ ଅତି ଉଚ୍ଚ ଶିକ୍ଷିତ ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ମିଳିଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!