ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ଏହା କବଳରେ କବଳିତ ହୋଇ ଅନେକ ଲୋକ ଜୀବନ ହରାଉଛନ୍ତି । ଆଜି ଏହି ଯୁଦ୍ଧରେ ସମ୍ବାଦ ଖବରକାଗଜ ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ପରଲୋକ ଘଟିଛି । ସେ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଶୋକର ଛାୟା ଖେଳାଇ ଦେଇକ୍ତି ।





