Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମାଜିକ ଗଣମାଧ୍ୟମର ଯୁଗ : ତରୁଣ ଲେଖକଙ୍କ ପାଇଁ ସମ୍ଭାବନା

by ସଞ୍ଜୟ ସ୍ୱାଇଁ
December 16, 2019
in Planning and Development
ସାମାଜିକ ଗଣମାଧ୍ୟମର ଯୁଗ : ତରୁଣ ଲେଖକଙ୍କ ପାଇଁ ସମ୍ଭାବନା
24
VIEWS
Share on FacebookShare on Twitter

କନ୍ଧମାଳ ସାହିତ୍ୟ ମହୋତ୍ସବ

କନ୍ଧମାଳ, (ବାଘୁଆବାର୍ତ୍ତା) : କେଏଲ୍ଏଫ୍ ଦ୍ୱାରା ଆୟୋଜିତ କନ୍ଧମାଳ ସାହିତ୍ୟ ମହୋତ୍ସବ ଦ୍ୱିତୀୟ ଦିବସରେ ସାମାଜିକ ଗଣମାଧ୍ୟମର ଯୁଗ, ତରୁଣ ଲେଖକଙ୍କ ପାଇଁ ସମ୍ଭାବନା ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ପର୍ବକୁ କଥାକାର ଅମରେଶ ବିଶ୍ୱାଳ ସଂଚାଳନା କରିଥିବା ବେଳେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଯୁବ କଥାକାର ଅନୀଲ କୁମାର ପଣ୍ଡା, ଯୋଗେଶ୍ୱର ପଣ୍ଡା, ଦେବମିତ୍ରା ମିଶ୍ର । ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ନବପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ପରିଚିତ କରାଉଛି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଗତ ପାଂଚ ବର୍ଷ ଭିତରେ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷା ଓ ଲିପିର ବ୍ୟବହାର ବଢ଼ୁଥିବା ନେଇ ଶ୍ରୀ ପଣ୍ଡା ମତ ଦେଇଥିବା ବେଳେ ଏହାଦ୍ୱାରା ଭାଷା ସମୃଦ୍ଧ ହେଉଥିବା କହିଥିଲେ । ଏତଦ୍ ବ୍ୟତିତ ସଂଚାଳକ ଶ୍ରୀ ବିଶ୍ୱାଳ ଲେଖାକୁ ସାମାଜିକ ଗଣମାଧ୍ୟମରେ ଲେଖିବା ଦ୍ୱାରା ଏହା ଦେଶ ବିଦେଶର ପାଠକ ନିକଟରେ ସହଜରେ ପହଂଚି ପାରୁଥିବା ନେଇ ମତ ଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!