Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଲମାନଙ୍କୁ କ୍ଷମା ମାଗିବାକୁ ପଡ଼ିବ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ସଲମାନଙ୍କୁ କ୍ଷମା ମାଗିବାକୁ ପଡ଼ିବ
148
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ‘ଅଖିଳ ଭାରତୀୟ ବିଶ୍ନୋଇ ମହାସଭା’ର ଅଧ୍ୟକ୍ଷ ଦେବେନ୍ଦ୍ର ବିଶ୍ନୋଇ ଗତ ଗୁରୁବାର ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦେବେନ୍ଦ୍ର ବିଶ୍ନୋଇ କହିଛନ୍ତି, ‘ଲରେନ୍ସ ବିଶ୍ନୋଇ ବିଶ୍ନୋଇ ସମାଜର ଥିଲା ଓ ରହିବ ମଧ୍ୟ। ସେ ହେଉଛି ଆମର ସନ୍ତାନ। ଲରେନ୍ସ ବିଶ୍ନୋଇ କ’ଣ କରୁଛି କ’ଣ ନାହିଁ ତାହା ପୁଲିସ ଓ କୋର୍ଟ ବୁଝାବୁଝି ହେବେ। ଏଥିରେ ଆମର କୌଣସି ଆପତ୍ତି ନାହିଁ। ସଲମାନ ଖାନ ଆମ ପାଇଁ ଓ ମାନବ ସମାଜ ପାଇଁ ଦୋଷୀ। କାରଣ ସଲମାନ ଖାନ କଳା ହରିଣ ମାରିଛନ୍ତି। କଳା ହରିଣ ମାରି ହେଉଛି ବିରାଟ ବଡ଼ ଅପରାଧ। ଏହି ଅପରାଧକୁ ବିଶ୍ନୋଇ ସମାଜ ଆଦୌ ଗ୍ରହଣ କରିବ ନାହିଁ। ଗତ ୨୪ବର୍ଷ ହେବ ବିଶ୍ନୋଇ ସମାଜ ସଲମାନଙ୍କ ଏହି ଅପରାଧ ପାଇଁ କଷ୍ଟରେ ଅଛି। ସଲମାନଙ୍କୁ ବିଶ୍ନୋଇ ସମାଜକୁ କ୍ଷମା ମାଗିବାକୁ ପଡ଼ିବ। ଯଦି ସଲମାନଙ୍କ କ୍ଷମା ଦ୍ବାରା ଶାନ୍ତି ବଜାୟ ରୁହେ ତେବେ ଏହା ଦେଶ ଓ ଆମ ସମାଜ ପାଇଁ ହିତ ସାବ୍ୟସ୍ତ ‌ହେବ। ବିଶ୍ନୋଇ ସମାଜ ପରିବେଶ, ଗଛ ଓ ବନ୍ୟଜନ୍ତୁଙ୍କ ହିତ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥାଏ। ଏହି ସମାଜ ମୂଳରୁ ପ୍ରକୃତିକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖି ଆସିଛି। ଏହି ସମାଜକୁ ବିଶ୍ନୋଇ ଗ୍ୟାଙ୍ଗ ନାମରେ ମିଡିଆରେ ଟ୍ରୋଲ କରାଯାଉଛି। ମୋର ସମସ୍ତଙ୍କୁ ଅନୁରୋଧ ଦୟାକରି ବିଶ୍ନୋଇ ଗ୍ୟାଙ୍ଗର ନାମ ଦିଅନ୍ତୁ ନାହିଁ କାରଣ ଆମ ସାମଜ ପରିବେଶର ଅନେକ ହିତ ପାଇଁ କାମ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!