Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦରମା ନମିଳିବା ପାଇଁ ଆତ୍ମାହୁତି ଉଦ୍ୟମ

by ସଞ୍ଜୟ ସ୍ୱାଇଁ
June 26, 2021
in Feature News
ଦରମା ନମିଳିବା ପାଇଁ ଆତ୍ମାହୁତି ଉଦ୍ୟମ
116
VIEWS
Share on FacebookShare on Twitter

ଦରମା ନମିଳିବା ପାଇଁ ଆତ୍ମାହୁତି ଉଦ୍ୟମ
ଭଦ୍ରକ, (ବାଘୁଆବାର୍ତ୍ତା): ଦରମା ନମିଳିବାରୁ ଆମଥାହୁତି ଦେଲେ ଯୁବକ । ଦରମା ଗଣ୍ଡକ ପାଇଁ ବାରମ୍ବାର ଅଫିସ୍ କୁ ଧାଇଁ ଅଣୟାୟତ । ଏଭଳି ଘଟଣା ଘଟିଛି ବାସୁଦେବପୁର ଅଞ୍ଚଳରେ । ସୂଚନାନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏଠି ଏହି ସମୟରେ ବାସୁଦେବୁପୁର ଅଞ୍ଚଳରେ ଏହା ଜଳସଂପଦ ବିଭାଗର ସହକାରୀ ନିର୍ବାହୀ ଏନଏମଆର ଦିବାକର ଦାସ । ସୂଚନାନୁସାରେ, ଜଳସଂପଦ ବିଭାଗର ବାଲେଶ୍ୱର ନିର୍ବାହୀ ଯନ୍ତ୍ରୀ ସାଇଟ୍ରେ କାମ ଦେଖିବାକୁ ବାସୁଦେବପୁର କାର୍ଯ୍ୟାଳୟକୁ ଯାଇଥିଲେ । ସୂଚନାନୁସାରେ, ଜଳସଂପଦ ବିଭାଗର ବାଲେଶ୍ୱର ନିର୍ବାହୀ ଯନ୍ତ୍ରୀ ସାଇଟରେ କାମ କରୁଥିବ ବାସୁଦେବପୁର କାର୍ଯ୍ୟଳୟକୁ ଯାଇଥିଲେ । ପୋଲିସ ଓ ଦିବାକରଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ପୋଲିସ କାବୁ କରିଥିଲା । ଏନଏମଆର ଦିବାକର ଦାସ ପାଞ୍ଚ ବର୍ଷ ହେଲା ଦରମା ପାଇନଥିବା ନେଇ ଅଭିଯୋଗ କରି ଆସୁଥିଲେ । ହେଲେ ଆଜି ପର୍ୟ୍ୟନ୍ତ ତାଙ୍କୁ ତାଙ୍କର ଦରମା ଦିଆଯାଇ ନାହିଁ । ଫଳରେ ବାଧ୍ୟ ହେଇ ଆଜି ବାସୁଦେବପୁର ଜଳସେଚନ ବିଭାଗ କାର୍ୟ୍ୟାଳୟ ଆଗରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଦିବାକର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦିବାକରଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚରା କରୁଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!