ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ପୁଲିସ ଜଣେ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିଛି । ଗତ ଫେବୃୟାରୀ ୧୪ ତାରିଖରେ ଯୁବତୀ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ୨୮/୨୧ରେ ଏକ ମାମଲା ରୁଜୁ ହୋଇଥିଲା । ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ କୋର୍ଟରେ ଜମାନବନ୍ଦୀ ରେକର୍ଡ଼ କରାଯାଇଛି ।






