Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଋଷକୁ ସେନା ପଠାଇବ ଚୀନ, ହେବ ମିଳିତ ସମରାଭ୍ୟାସ

by ସଞ୍ଜୟ ସ୍ୱାଇଁ
August 17, 2022
in WORLD
ଋଷକୁ ସେନା ପଠାଇବ ଚୀନ, ହେବ ମିଳିତ ସମରାଭ୍ୟାସ
126
VIEWS
Share on FacebookShare on Twitter

ବେଜିଂ, (ବାଘୁଆବାର୍ତ୍ତା): ଋଷ ସହ ସମରାଭ୍ୟାସ କରିବ ଚୀନ। ଏଥିପାଇଁ ଚାଇନା ଋଷକୁ ସେନା ପଠାଇବା ବୋଲି ସୂଚନା ମିଳିଛି। ଋଷରେ ଭାରତ, ବେଲାରୁସ ଏବଂ ତାଜିକିସ୍ତାନ ସହ ମିଶି ମିଳିତ ସମରାଭ୍ୟାସ କରିବ ଚୀନ ଆର୍ମି। ଏନେଇ ବୁଧବାର ଚୀନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନର ଅନ୍ତର୍ଜାତୀୟ ସ୍ଥିତି ସହ ଚୀନର ସେନା ସମରାଭ୍ୟାସ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଦୁଇ ଦେଶ ମଧ୍ୟରେ ଚାଲୁଥିବା ଦ୍ୱିପାଖିକ ବାର୍ଷିକ ସହଯୋଗ ନୀତି ଅନୁସାରେ ଏହି ସମରାଭ୍ୟାସ ହେବ ବୋଲି ଚୀନ କହିଛି। ନିକଟରେ ମଧ୍ୟ ଋଷ ନେତୃତ୍ୱରେ ହୋଇଥିବା ସମରାଭ୍ୟାସରେ ଚୀନ ଭାଗ ନେଇଛି। ତେଣୁ ଏହି ସମରାଭ୍ୟାସ ବୁଝାମଣା ଅନୁସାରେ ହେଉଛି ବୋଲି କୁହାଯାଉଛି। ଏନେଇ ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି “ ଏହି ସମରାଭ୍ୟାସର ଉଦ୍ଦେଶ୍ୟ ହେଲା ଏଥିରେ ଭାଗ ନେବାକୁ ଯାଉଥିବା ଦେଶଗୁଡ଼ିକର ଆର୍ମି ସହ ଆମ ସେନାର ସମ୍ପର୍କ ମିତ୍ରାତାପୂର୍ଣ୍ଣ କରିବା ତା ସହ ଭାଗ ନେଇଥିବା ଆର୍ମିମାନଙ୍କ ସହ ରଣନୈତିକ ସହଯୋଗ ସହ ସୁରକ୍ଷା ଚେତାବାନୀକୁ କଡ଼ା ଜବାବ ଦେବା ଏହାର ଲକ୍ଷ୍ୟ।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!