Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରିଲିଜ୍ ପୂର୍ବରୁ ୪୭୫ ରିଲିଜ୍ ପରେ ୩୨୫ କୋଟି ଆୟ

by ସଞ୍ଜୟ ସ୍ୱାଇଁ
May 22, 2021
in Crime
ରିଲିଜ୍ ପୂର୍ବରୁ ୪୭୫ ରିଲିଜ୍ ପରେ ୩୨୫ କୋଟି ଆୟ
527
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ଧମାକା ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ୪୭୫ କୋଟି ଆୟ କରିଥିବା ବେଳେ ରିଲିଜ୍ ହେବା ପରେ ୩୨୫ କୋଟି ଆୟ କରିଥିବା ସୂଚନା ମିଳିଛି । ରାଜମୌଲୀଙ୍କ ପିରିୟଡ ଡ୍ରାମା ଫିଲ୍ମ ଆରଆରଆର ରିଲିଜ ହେବା ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲାଣି । ପପୁଲାର ଏଣ୍ଟରଟେନମେଣ୍ଟ ନେଟୱାର୍କର ମୂଖ୍ୟ ଜୟନ୍ତୀଲାଲ ଗଡା ୪୭୫ କୋଟିର ସମସ୍ତ ଭାଷାର ଡିଜିଟାଲ, ସ୍ୟାଟଲାଇଟ୍ ଓ ଇଲେକ୍ଟ୍ରୋନିକ୍ ରାଇଟ୍ସ କ୍ରୟ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ରିଲିଜ୍ ହେବା ପରେ ଡିଜିଟାଲ ଏବଂ ସାଟୋଲଇଟ୍ ରାଇଟ୍ସ ୩୨୫କୋଟିରେ ଡିଲ୍ କରାଯାଇଛି । ଜୀ ଗ୍ରୁପକୁ ଏହି ରାଇଟ୍ସ ଜୟନ୍ତୀଲାଲ ଟ୍ରାନ୍ସଫର କରିଛନ୍ତି । ଫିଲ୍ମ ଏବେ ସୁଦ୍ଧା ୮୦୦ କୋଟି ପାଖାପାଖି ଆୟ କରିସାରିଛି । ଏହି ଫିଲ୍ମଟି ଚଳିତ ବର୍ଷ ଜାନୁୟାରୀ ୮ତାରିଖରେ ରିଲିଜ୍ ହେବାର ଥିଲା କିନ୍ତଡ୍ମହାମାରୀ କରୋନା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ୧୯୨୦ ଦଶକର କ୍ରାନ୍ତିକାରୀ ଅଲ୍ଲୁରୀ ସୀତାରାମ ରାଜୁ, କୋମାରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ଆରଆରଆର ଫିଲ୍ମ । ଏହି ଫିଲ୍ମରେ ଜୁନିୟର ଏନଟିଆର, ରାଚଚରଣ ଓ ଅଜୟ ଦେବଗନ ଅଭିନୟ କରିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!