Thursday, July 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋତେ ବିରାଟଙ୍କୁ ଦିଅ

by ସଞ୍ଜୟ ସ୍ୱାଇଁ
June 5, 2021
in NATIONAL NEWS, Sports
ମୋତେ ବିରାଟଙ୍କୁ ଦିଅ
694
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା) ବିରାଟ କୋହଲି ବର୍ତ୍ତମାନ ଦୁନିଆର ସର୍ବୋତ୍ତମ କ୍ରିକେଟରଙ୍କ ମଧ୍ୟରୁ ଜଣେ । ଭାରତ ବ୍ୟତୀତ ପାକିସ୍ତାନରେ ଅଧିନାୟକ କୋହଲିଙ୍କ ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି । ପାକିସ୍ତାନୀ ଝିଅ ରିଜଲା ରେହାନ ମଧ୍ୟ ଭାରତୀୟ ଅଧିନାୟକଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ରିଜଲା ରେହାନ୍ ୨୦୧୯ ବିଶ୍ୱକପ୍ ରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ୨୦୧୯ ବିଶ୍ୱକପ ସମୟରେ ରିଜଲା ରେହାନଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ ସେ ଟିମ୍ ଇଣ୍ଡିଆକୁ ପାକିସ୍ତାନ ତରଫରୁ କି ଉପହାର ଦେବାକୁ ଚାହୁଁଛନ୍ତି । ତା’ପରେ ରିଜଲା କହିଥିଲେ, ‘ମୋତେ ବିରାଟ ଦିଅ, ଦୟାକରି ମୋତେ ବିରାଟ ଦିଅ’। ସୋସିଆଲ ମିଡିଆରେ ବେଶ ସକ୍ରିୟ ରିଜଲା ରେହାନ । ତାଙ୍କର ହଜାର ହଜାର ଫଲୋଅର ବି ଅଛନ୍ତି । ରେହାନ ପ୍ରାୟତ କ୍ରିକେଟ୍ ସମ୍ବନ୍ଧୀୟ ଜିନିଷ ପୋଷ୍ଟ କରନ୍ତି । ରିଜଲା ରେହାନ୍ ପ୍ରଥମେ ଏସିଆ କପ୍ ୨୦୧୮ରେ ଲାଇମଲାଇଟ୍ କୁ ଆସିଥିଲେ । ୨୦୧୯ରେ ମାଞ୍ଚେଷ୍ଟରରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚରେ ରିଜଲା ମଧ୍ୟ ଉପସ୍ଥିତ ଥିଲେ । ସେହି ବର୍ଷ ବିଶ୍ୱ କପ୍ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ହି ମ୍ୟାଚ୍ ପାଇଁ ରିଜଲା ଟିକେଟ୍ କିଣିଥିଲେ । ସେ ଭାବିଥିଲେ ଯେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି ବୋଲି । ରିଜଲା ରେହାନ ପାକିସ୍ତାନର କରାଚିରୁ ଆସିଛନ୍ତି କିନ୍ତୁ ଗତ ୧୨ ବର୍ଷ ଧରି ଦୁବାଇରେ ରହୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!