Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ

by ସଞ୍ଜୟ ସ୍ୱାଇଁ
May 29, 2021
in NATIONAL NEWS
ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ
148
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ ହୋଇଛି। ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା। ବହୁ ବର୍ଷ ଧରି ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ସହିତ ରିୟାନ ଷ୍ଟିଫେନ୍ ମଧ୍ୟ ଜଡିତ ଥିଲେ । ନିକଟରେ ରିଲିଜ୍ ହୋଇଥିବା କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜାୱାନି’ ଏବଂ କାଜଲ, ଶୃତି ହାସନ ଏବଂ ନେହା ଧୁପାଙ୍କ ସର୍ଟ ଫିଲ୍ମ ‘ଦେବୀ’ ପାଇଁ ରିୟାନ୍ ଚର୍ଚ୍ଚାରେ ଥିଲେ। ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ ରାଇଟର୍ ସୁପର୍ଣ ଏସ୍ ବର୍ମା ଟ୍ୱିଟ୍ କରି ରିୟାନ ଷ୍ଟିଫେନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ନିର୍ମାତା ସୁପର୍ଣ ରିୟାନଙ୍କ ଏକ ଫଟୋ ସେୟାର କରି ଟ୍ୱିଟରରେ ସମବେଦନା ଜଣାଇ ଲେଖିଛନ୍ତି, “ଏକ ନିର୍ଦ୍ଦୟ ଦୁନିଆରେ ତୁମର କରୁଣା ପାଇଁ ଧନ୍ୟବାଦ। ମୁଁ ଖୁସି ଯେ ଆମେ କିଛି କାହାଣୀ ଉପରେ ଏକାଠି କାମ କରିଥିଲୁ, ଯାହାକୁ ଲେଖିବାର ଆନନ୍ଦ ତୁମ ପାଇଁ ଥିଲା । ତୁମେ ଅନେକ ଲୋକଙ୍କୁ ପଛରେ ଛାଡିଗଲ ଯେଉଁମାନେ ତୁମକୁ ଭଲ ପାଆନ୍ତି .. ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ” ନିର୍ମାତା ରିୟାନ୍ ଷ୍ଟିଫେନଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ରିୟାନଙ୍କ ମୃତ୍ୟୁ ପରେ ଚକିତ ହୋଇଯାଇଥିବା ଅଭିନେତା ମନୋଜ ବାଜପେୟୀ ନିର୍ମାତା ସୁପର୍ଣଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଚକିତକର, ଯିଏ ଏହି କମୋଳ ଆତ୍ମାକୁ ଜାଣିଥିବେ । ପ୍ରକୃତରେ ଏହା ସତ ହୋଇପାରିବ ନାହିଁ !! ମୁଁ ତୁମ କଥା ବହୁତ ମନେ ପଡିବ ମୋର ବନ୍ଧୁ ରିୟାନ ‘।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!