ନୟାଗଡ଼, (ବାଘୁଆବାର୍ତ୍ତା) : ଆସନ୍ତାକାଲି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନୀଲ କୁମାର ସାମଲ ନୟାଗଡ଼ ଆସୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଇର୍ଡି ଜିଲ୍ଲାର କରୋନା ମୁକାବିଲାର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନର ପରିର୍ଶନ କରିବେ ବୋଲି ଜଣାଯାଇଛି । ଏହି ଗସ୍ତ ସମୟରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି ।





