Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲ ସିଜିନ୍-୧୪:ବିନା ୱିକେଟରେ ବାଙ୍ଗାଲୋର ବିଜୟୀ

by ସଞ୍ଜୟ ସ୍ୱାଇଁ
April 23, 2021
in Sports
ଆଇପିଏଲ ସିଜିନ୍-୧୪:ବିନା ୱିକେଟରେ ବାଙ୍ଗାଲୋର ବିଜୟୀ
117
VIEWS
Share on FacebookShare on Twitter

ଚେନ୍ନାଇ, (ବାଘୁଆବାର୍ତ୍ତା): ଆଇପିଏଲ ସିଜିନ୍-୧୪ ଟି-୨୦ କ୍ରିକେଟ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆ ଭିତରକୁ ପ୍ରବେଶ କରିଥିଲା । ନିର୍ଦ୍ଧାରିତ ୨୦ଓଭରରେ ରାଜସ୍ଥାନ ରୟାଲ୍ସ ମୂଲ୍ୟବାନ ୯ଟି ୱିକେଟ୍ ହରାଇ ୧୭୭ରନ କରିଥିଲା । ଜବାବ୍ରେ ରୟାଲ ଚ୍ୟଲେଞ୍ଜ ବାଙ୍ଗାଲୋର ୧୭୮ରନ୍ ବିଜୟ ଲକ୍ଷ ନେଇ ପଡ଼ିଆକୁ ପ୍ରବେଶ କରିଥିଲା । ତେବେ ବାଙ୍ଗାଲୋର ଏହି ମ୍ୟାଚରେ ଓପନିଂରେ ପରିବର୍ତ୍ତନ ଆଣିଥିଲା । ଯେଉଁଥିରେ କି ବିରାଟ କୋହିଲଙ୍କ ସାଥିରେ ପାଡିକଲ୍ ଓପନିଂ କରିବାକୁ ଆସିଥିଲେ । ପାଡିଲ୍ ୫୨ଟି ବଲ ଖେଳି ୧୧ଟି ଚୌକା ଓ ୬ଟି ଛକା ସହାୟତାରେ ୧୦୧ କରି ନଟଆଉଟ୍ ଥିବା ବେଳେ କୋହିଲ୍ ମଧ୍ୟ ୪୭ଟି ବଲ ସାମ୍ନାକରି ୬ଟି ଚୌକା ଓ ୩ଟି ଛକା ସହାୟତାରେ ୭୨ରନ କରି ଦଳକୁ ବିଜୟୀ କରିଥିଲେ । ବାଙ୍ଗାଲୋର ୧୦ଟି ୱିକେଟ୍ ବିଜୟୀ ହୋଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!