ଗଞ୍ଜାମ,(ବାଘୁଆବାର୍ତ୍ତା):ନିଶାମିଶା ଲସି ପିଆଇ କଲେଜ ଛାତ୍ରୀକୁ ଦୁଷ୍କର୍ମ । ଏହାର ଭିଡିଓ ଉେ ।ଳନ କରି ଭାଇରାଲର କରିଦେବାର ଧମକ ଦେଇ କଲେଜ ଛାତ୍ରୀକୁ ପୁନଃ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଆସିକା ଅ ଳରୁ । ଥାନାରେ ଅଭିଯୋଗ ହେବା ପରେ, ପୋଲିସ୍ ଅଭିଯୁକ୍ତ କୈଳାସ ସାହୁକୁ ଗିରଫ୍ କରିଥିବା ଜଣାପଡିଛି ।





