Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଜ୍ଜା ନେବା ମହଙ୍ଗା ହେଲା: ବନ୍ଧୁ କରିଦେଲା ସର୍ବନାଶ

by ସଞ୍ଜୟ ସ୍ୱାଇଁ
June 11, 2021
in Crime, State
ମଜ୍ଜା ନେବା ମହଙ୍ଗା ହେଲା: ବନ୍ଧୁ କରିଦେଲା ସର୍ବନାଶ
792
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମଜ୍ଜା ନେବା ମହଙ୍ଗା ହେଲା । ମଜ୍ଜାରେ କରିବା ପାଇଁ ମଦ ସେବନ କରିଥିଲେ । ପୁରୁଷ ବନ୍ଧୁଙ୍କୁ ନିଜ ଘରକୁ ଡାକି ଘର ଭିତରେ ମଦ ପାର୍ଟି କରିଥିବା ବେଳେ ମହଙ୍ଗା ପଡିଛି ଯୁବତୀଙ୍କୁ । ଅତ୍ୟଧିକ ମଦ ସେବନ କରି ନିଶାରେ ବେହୋସ ହୋଇଥିବା ଯୁବତୀ ଜଣଙ୍କୁ ତାଙ୍କର ପୁରୁଷ ବନ୍ଧୁ ଦୁଷ୍କର୍ମ କରି ସର୍ବନାଶ କରିଛି । ଯାହାଫଳରେ ଯୁବତୀ ଜଣକ ଲୋକ ଲଜ୍ଜ୍ୟା ଭୟ କରି ଘର ଭିତରେ ଆତ୍ମହତ୍ୟା କରିଛି । ଏଭଳି ଘଟଣା ଘଟିଛି ଭଦୋଦରା ଅଞ୍ଚଳରେ । ସୂଚନାନୁସାରେ, ଗୁଜୁରାଟ ଭଦୋଦରା ଲକ୍ଷ୍ମୀପୁର ଅଞ୍ଚଳରେ ରହୁଥିବା ଜଣେ ୧୯ବର୍ଷିୟା ଯୁବତୀ କଲେଜରେ ପାଠ ପଢିବା ସହ ଏକ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଥିଲେ । ଯୁବତୀଙ୍କ ମାଆ ୬ମାସ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ଯୁବତୀ ଜଣକ ଘର ଭଡା ନେଇ ଏକାକି ରହୁଥିଲେ । ଦୁଇ ଦିନ ତଳେ ଯୁବତୀ ଜଣକ ନଜର ସହକର୍ମୀ ବନ୍ଧୁଙ୍କୁ ଘରକୁ ଡାକି ମଦ ପାର୍ଟି କରିଥିଲେ । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହିତ ଅତ୍ୟାଧିକ ମଦ ସେବନ କରି ବେହୋସ ହୋଇଥିବା ବେଳେ ଏହାର ସୁଯୋଗ ନେଇ ପୁରୁଷ ବନ୍ଧୁ ଦିଶାନ୍ତ କାହାର ଯୁବତୀକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ଯେତେ ବେଳେ ଯୁବତୀ ଜଣକର ହୋସ୍ ଫେରିଲା ସେ ଜାଣିବାକୁ ପାଇଲା ଯେ, ସେ ଦୁଷ୍କର୍ମର ଶିକାର ହୋଇଛି । ଏହି ଆଘାତ ସହି ନପାରି ନିଜର ବନ୍ଧୁଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲା । ବନ୍ଧୁ ଜଣକ ପୁଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ ହେଲେ ଲୋକ ଲଜ୍ଜ୍ୟା ଓ ବଦନାମ ହେବାକୁ ଭୟ କରି ଜୀବନ ହାରିଦେଇଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!