Monday, March 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଆହାର’କର୍ମଚାରୀଙ୍କ ଆହାର ଥୋପ, ଭିନ୍ନକ୍ଷମ ନାବାଳିକା ଗର୍ଭବତୀ

by ସଞ୍ଜୟ ସ୍ୱାଇଁ
January 18, 2021
in Crime, State
‘ଆହାର’କର୍ମଚାରୀଙ୍କ ଆହାର ଥୋପ, ଭିନ୍ନକ୍ଷମ ନାବାଳିକା ଗର୍ଭବତୀ
253
VIEWS
Share on FacebookShare on Twitter

ଟିଟିଲାଗଡ଼,(ବାଘୁଆବାର୍ତ୍ତା): ମେଡିକାଲ ପରିସରରେ ଲଜ୍ଜ୍ୟା ଘଟଣା । ‘ଆହାର’ କର୍ମଚାରୀଙ୍କ ଆହାର ଥୋପ ପାଇଁ ଜଣେ ଭିନ୍ନକ୍ଷମ ନାବାଳିକା ୪ମାସର ଗର୍ଭବତୀ ଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଭିନ୍ନକ୍ଷମ ନାବାଳିକାର ସାନ ଭାଇ କଥାବା ର୍ା କରିବାରେ ସମସ୍ୟା ହେଉଥିବା ଯୋଗୁଁ ଟିଟିଲାଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭ ିର୍ କରିଥିଲେ । ସାନଭାଇର ଦେଖାଶୁଣା କରିବା ପାଇଁ ଭିନ୍ନକ୍ଷମ ବଡ଼ ଭଉଣୀ ମେଡିକାଲରେ ଥିଲେ । ସେହି ସମୟରେ ମେଡିକାଲକୁ ଖାଦ୍ୟ ଯୋଗାଇ ଆସୁଥିବା ଆହାର କେନ୍ଦ୍ରର ଜଣେ ଯୁବକ, ଭିନ୍ନକ୍ଷମ ନାବାଳିକାକୁ ଟେକି ନେଇ ଶୌଚାଳୟ ଭିତରେ ଦୁଷ୍କର୍ମ କରିଥିଲା । ଘଟଣା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ୍ ଦେଇଥିଲା । ମେଡିକାଲର ଘରକୁ ଫେରିବା ପରେ ଭିନ୍ନକ୍ଷମ ନାବାଳିକା ଜଣକ ବାରମ୍ବାର ବାନ୍ତି କରିବା ଫଳରେ ପରିବାର ଲୋକ ଉକ୍ତ ନାବାଳିକା ଜଣକ ୪ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଭିନ୍ନକ୍ଷମ ନାବାଳିକାର ପରିବାର ଲୋକ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିବା ସହ ଭିନ୍ନକ୍ଷମ ନାବାଳିକା ନ୍ୟାୟ ପାଇବା ପାଇଁ ପରିବାର ଲୋକ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!