Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପ ଦ୍ବାରା ୨ ବର୍ଷ ଧରି ଦୁଷ୍କର୍ମର ଶିକାର ହେଉଥିଲେ ୧୫ ବର୍ଷୀୟା ନାବାଳିକା

by ସଞ୍ଜୟ ସ୍ୱାଇଁ
April 15, 2021
in NATIONAL NEWS
ଚଉଠି ରାତିରେ ଦିଅର
483
VIEWS
Share on FacebookShare on Twitter

ଯୋଧପୁର,(ବାଘୁଆବାର୍ତ୍ତା): ରାଜସ୍ଥାନର ଯୋଧପୁରରରେ ଦେଖିବାକୁ ମିଳିଛିି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ନିଜ ବାପାଙ୍କ ଦ୍ବାରା ଦୁଷ୍କର୍ମ ହେବାରୁ ନିଜକୁ ବଞ୍ଚାଇବା ପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ଷର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଦ୍ବିତୀୟ ଦୁଷ୍କର୍ମକାରୀ ଜଣକ ନାବାଳିକା ସହ ଲଗାତର ୨୮ ଦିନ ଧରି ଦୁଷ୍କର୍ମ କରିଥିବା ଖବର ରହିଛି। ଜାଣିବାକୁ ମିଳିଛି ଯେ ଦୁଷ୍କର୍ମକାରୀ ଜଣକକୁ ନାବାଳିକାଙ୍କ ନିଜ କାକା ତାଙ୍କ ନିକଟକୁ ପଠାଇ ଦୁଷ୍କର୍ମ କରିବାକୁ କହିଥିଲେ। ଏବେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ବାପକୁ ଗିରଫ କରିଛି। ଘଟଣା ସେତେବେଳେ ଲୋକଲୋଚନକୁ ଆସିଥିଲା ଯେତେବେଳେ ପୀଡ଼ିତା ନାବାଳିକାର ଜେଜେବାପା ତାଙ୍କୁ ନେଇ ପୁଲିସ୍‌ ଷ୍ଟେସନ୍‌ ଯାଇଥିଲେ। ସେଠାରେ ସେ ନିଜ ନାତୁଣୀ ଯୌନ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆଣିଥିିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲା। ପୁଲିସ୍‌ ପଚରାଉଚରା କରିବାରୁ ନାବାଳିକା ଜଣକ ସମସ୍ତ ଘଟଣା ବିସ୍ତୃତ ଭାବେ କହିଥିଲେ। ତାଙ୍କ ବାପା ଦୀର୍ଘ ୨ ବର୍ଷ ଧରି ତାଙ୍କ ସହ ଦୁଷ୍କର୍ମ କରି ଆସୁଛନ୍ତି ବୋଲି ସେ ପୁଲିସ୍‌ ସମ୍ମୁଖରେ ବୟାନ ଦେଇଥିଲେ। ପୀଡ଼ିତା ନାବାଳିକାଙ୍କ ବାପା ସନ୍ଦେହ କରୁଥିଲେ ଯେ ଝିଅଟି ତାଙ୍କ ନିଜର ନୁହେଁ। ସେହି କାରଣରୁ ନାବାଳିକାକୁ ୧୩ ବର୍ଷ ବୟସ ହେବା ଦିନରୁ ସେ ତାଙ୍କ ସହ ଦୁଷ୍କର୍ମ କରି ଆସୁଥିବା ସୂଚନନା ରହିଛି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!