Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍କର୍ମ ପୀଡିତାଙ୍କୁ ଦେହ ମାଗିଲେ ପୁଲିସ୍

by ସଞ୍ଜୟ ସ୍ୱାଇଁ
April 3, 2021
in Feature News
‘ଆହାର’କର୍ମଚାରୀଙ୍କ ଆହାର ଥୋପ, ଭିନ୍ନକ୍ଷମ ନାବାଳିକା ଗର୍ଭବତୀ
752
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବା ର୍ା): ଜଣେ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କୁ ଇଜ୍ଜତ ମାଗିବା ଅଭିଯୋଗରେ ପୂର୍ବତନ ଆରପିଏସ ଅଧିକାରୀ କୈଳାସ ଦୋହରାଙ୍କୁ ରାଜସ୍ଥାନ ସରକାର ଶୁକ୍ରବାର ନିଲମ୍ବନ କରିଛନ୍ତି । ଅଧିକାରୀଙ୍କ ସୂତ୍ର ମୁତାବକ ରାଜ୍ୟପାଳଙ୍କ ଠାରୁ ଅନୁମତି ମିଳିବା ପରେ ରାଜସ୍ଥାନ ସରକାର କୈଳାସ ଦୋହରାଙ୍କୁ ଦରଖାସ୍ତ କରିବାର ଆଦେଶ ଜାରି କରିଛନ୍ତି । ସୂଚନା ଥାଉକି କରପ୍ସନ ବ୍ୟୁରୋ ଜୟପୁର ପୋଲିସ କମିଶନରେଟ୍ର ମହିଳା ଏେ ୍ରାସିଟି ରିସର୍ଚ୍ଚ ୟୁନିଟ୍ରେ ନିୟୋଜିତ ଥିବା ଡିସିପି କୈଳାସ ଦୋହରାଙ୍କୁ ଲା ବାବଦରେ ଜଣେ ମହିଳାଙ୍କୁ ତାଙ୍କ ଇଜ୍ଜତ ମାଗିବା ଅଭିଯୋଗରେ ଗିରଫ କରାଯାଇଥିଲା । ପୀଡିତା ମହିଳା ଜଣକ ଅଭିଯୋଗ କରିଥିଲେ କି, ସେ ଦୁଷ୍କର୍ମ ମାମଲାରେ ଯେଉଁ ତିନୋଟି ମାମଲା ରୁଜୁ କରିଥିଲେ, ସେଗୁଡ଼ିକର ଯା କୈଳାସ ଦୋହରା କରୁଥିଲେ । ଯା ସମୟରେ ସେ ମହିଳାଙ୍କୁ କିଛି ଟଙ୍କା ମାଗିଥିଲେ । ଏହା ପରେ ସେ ଲା ବାବଦରେ ପୋଲିସ ଅଧିକାରୀ ଜଣକ ମହିଳାଙ୍କୁ ଇଜ୍ଜତ ମାଗିଥିଲେ । ଏଠାରେ ସୂଚନା ଥାଉକି ଯେ ରାଜସ୍ଥାନର ବିଧାନସଭାରେ ମଧ୍ୟ ଏହି ପ୍ରସଙ୍କ ଉଠିଥିଲା, ଯେଉଁଠାରେ ସଂସଦୀୟ ମନ୍ତ୍ରୀ ଶାନ୍ତି ଧରୱାଲ ଏହି ମାମଲାକୁ ବିରଳ ବୋଲି କହିଥିଲେ । ଏହା ପରେ ରାଜ୍ୟ ଗୃହ ସଚିବ ଅଭୟ କୁମାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନିକ ସୁଧାର ବିଭାଗର ଏକ ଉଚ୍ଚ ସ୍ତରୀୟ ସ୍ଥାୟୀ କିମିଟିର ସୁପାରିଶ କ୍ରମେ ରାଜସ୍ଥାନ ସିଭିଲ୍ ସର୍ବସ ନିୟମ ୧୯୯୬ ଅନୁଯାୟୀ ରାଜସ୍ଥାନ ପୋଲିସ ସେବା (ଆରପିଏସ) ଅଧିକାରୀ ଦୋହରାଙ୍କୁ ବାଧ୍ୟତାମୂଳକ ଅବସର ଗ୍ରହଣ କରାଯାଇଛି ।ତେବେ ସରକାର କହିଥିଲେ ଯେ ନିୟମ ଅନୁଯାୟୀ ଦୋହରାଙ୍କୁ ନିଲମ୍ବନ କରାଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!