Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୬ ବର୍ଷୀୟା ନାବାଳିକାଙ୍କୁ ବଜାରରୁ ଟେକିନେଇ କ୍ଲବ ଘରେ ଦୁଷ୍କର୍ମ ଉଦ୍ୟମ କଲେ ବିବାହିତ ଯୁବକ

by ସଞ୍ଜୟ ସ୍ୱାଇଁ
September 10, 2021
in Crime, State
୧୬ ବର୍ଷୀୟା ନାବାଳିକାଙ୍କୁ ବଜାରରୁ ଟେକିନେଇ କ୍ଲବ ଘରେ ଦୁଷ୍କର୍ମ ଉଦ୍ୟମ କଲେ ବିବାହିତ ଯୁବକ
294
VIEWS
Share on FacebookShare on Twitter

ମହାକାଳପଡା, (ବାଘୁଆବାର୍ତ୍ତା): ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ। ୧୬ ବର୍ଷୀୟା ନାବାଳିକାଙ୍କୁ ବଜାରରୁ ଟେକିନେଇ କ୍ଲବ ଘରେ ଦୁଷ୍କର୍ମ ଉଦ୍ୟମ କଲେ ବିବାହିତ ଯୁବକ। ଉପସ୍ଥିତ ବୁଦ୍ଧି ଯୋଗୁଁ ଖସିଆସିଲେ ନାବାଳିକା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା କୌଣସି କାମରେ ଗୁରୁବାର ଅପରାହ୍ଣରେ ରାମନଗର ବଜାର ଆସି ଘରକୁ ଫେରୁଥିଲେ। ଏହି ସମୟରେ ବିବି କଲୋନୀ ଗ୍ରାମର କ୍ଲବ ଘର ନିକଟରେ ଉକ୍ତ ଗ୍ରାମର ଜଣେ ବିବାହିତ ଯୁବକ ଦେବୁ ଦାସ ନାବାଳିକାଙ୍କୁ ରାସ୍ତାରୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ନାବାଳିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେଠାରୁ ଖସି ଆସିଥିଲେ। ନାବାଳିକା ଯୁବକଙ୍କ ହାତକୁ କାମୁଡି ପାଟି କରି ସେଠାରୁ ଖସିବାରେ ସକ୍ଷମ ହୋଇଥିଲେ। ତେବେ ଏସମ୍ପର୍କରେ ନାବାଳିକା ଜଣଙ୍କ ଘରେ ପହଞ୍ଚି ତାଙ୍କ ମାଆକୁ ଜଣାଇଥିଲେ। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏହି ଘଟଣା ପ୍ରଚାର ପରେ ଗାଁରେ ଉତୋଜନା ପ୍ରକାଶ ପାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!