Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ଆଇଏଏସ ଅଫିସର ରାନୁ

by ସଞ୍ଜୟ ସ୍ୱାଇଁ
July 24, 2023
in Crime, State
ବନ୍ଧା ହେଲେ ଆଇଏଏସ ଅଫିସର ରାନୁ
377
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୋଇଲା ଖଣି ଦୁର୍ନୀତିରେ ଇଡିର ବଡ କର‌୍ୟ୍ୟାନୁଷ୍ଠାନ । ଶୁକ୍ରବାର ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କ ସମେତ ଏକାଧିକ ଅଧିକାରୀ ଓ ନେତାଙ୍କ ଘରେ ରେଡ୍ କରିବା ପରେ ଆଇଏଏସ୍ ରାନୁ ସାହୁଙ୍କୁ ଗିରଫ କରାଯାଇଛି । ରାନୁ ସାହୁଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି । ଜୁଲାଇ ୨୫ରେ ତାଙ୍କୁ କୋର୍ଟରେ ହାଜର କରାଯିବ । ରାନୁ ସାହୁଙ୍କ ଘରେ ରେଡ କରିବାକୁ ଜୁଲାଇ ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ଛତିଶଗଡରେ ହୋଇଥିବା ୫୧.୪୦ କୋଟିର କୋଇଲା ଦୁର୍ନୀତିରେ ଇଡି ଖୋଳତାଡ ଆରମ୍ଭ କରିଥିଲା । ଇଡିର ତଥ୍ୟ ଅନୁସାରେ, ରାନୁ ସାହୁଙ୍କ ସହ ସୂର‌୍ୟ୍ୟକାନ୍ତ ତିୱାରୀ, ବିଧାୟକ ଦେବେନ୍ଦ୍ର ଯାଦବ, ଓ ଚନ୍ଦ୍ରଦେବ ପ୍ରସାଦ ରାୟଙ୍କର ଅଚଳାଚଳ ସମ୍ପତ୍ତି , ଲଗଜୁରୀ ଗାଡି, ଅଳଙ୍କାର, ନଗଦ ଟଙ୍କା ଥିବା ଜଣାପଡିଛି । ଏବେ ଏହି ସମ୍ପତ୍ତି ଗୁଡିକର କିଭଳି ଭାବେ ଅର୍ଜନ କରାଯାଇଛି ତାର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!