Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ପାଳିତ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ

by ସଞ୍ଜୟ ସ୍ୱାଇଁ
April 17, 2021
in Feature News
ରଣପୁର ପାଳିତ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ
100
VIEWS
Share on FacebookShare on Twitter

ରଣପୁର,(ବାଘୁଆବାର୍ତ୍ତା): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନବ ଉତ୍କଳର ନିର୍ମାତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ନିଆରା ଢଙ୍ଗରେ ରଣପୁରରେ ପାଳିତ ହୋଇ ଯାଇଛି କ୍ଷ ଏହି ଅବସରରେ ରଣପୁର ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା କ୍ଷ ଏହି ରକ୍ତଦାନ ଶିବିରକୁ ବିଜୁ ଜନତା ଦଳର ରଣପୁର ବ୍ଲକ ସଭାପତି ପାଣ୍ଡଵ ସେଠୀ ଏବଂ ନଗର ସଭାପତି ସ୍ୱରାଜ ମହାନ୍ତି ଆୟୋଜନ କରିଥିଲେ । ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ପହଞ୍ଚି ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ସମସ୍ତ ନେତୃ ବୃନ୍ଦ ରକ୍ତ ଦାତା ମାନଙ୍କୁ ରକ୍ତ ଦେବା ପାଇଁ ପ୍ରୋତ୍ସାହନ କରିଥିଲେ । ମୋଟ ୧୧୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ଏବଂ ପ୍ରତ୍ୟକ ଙ୍କୁ ଦୁଇଟି ପ୍ରମାଣପତ୍ର ଦିଆଯାଇଥିଲା କ୍ଷ ଗୋଟିଏ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷର ଥାଇ ଜୀବନ ବିନ୍ଦୁ ପ୍ରମାଣ ପତ୍ର ଏବଂ ଅନ୍ୟଟି ବ୍ଲଡ଼ ବ୍ୟାଙ୍କ ତରଫରୁ ଦିଆଯାଇଥିବା ପ୍ରମାଣ ପତ୍ର କ୍ଷ ଏହି କାର୍ୟ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ସଭାପତି ପାଣ୍ଡବ ସେଠୀ, ନଗର ସଭାପତି ସ୍ୱରାଜ ମହାନ୍ତି, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ରଘୁନାଥ ନାୟକ, ସାମ୍ବାଦିକ ଅଭିମନ୍ୟୁ ମହାରଣା, ପୂର୍ବତନ ବିଜ୍ଞାପିତ ପରିଷଦ ଅଧକ୍ଷା ସବିତା ଦାସ, ଉପାଧ୍ୟକ୍ଷ ତଥା ଆଇନୀଜୀବୀ ପ୍ରିୟବ୍ରତ ପ୍ରହରାଜ, ଚାନ୍ଦପୁର ଜିଲ୍ଲାପରିଷଦ ବିଜୟ କେତନ ସାହୁ, ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ, ସାଂସଦ ପ୍ରତିନିଧି ସ୍ବର୍ଣ୍ଣ ପ୍ରକାଶ ରାଉତରାୟ, ଶକ୍ତି ରଞ୍ଜନ ରାୟ, ଛବି ସ୍ୱାଇଁ, କମଲ ପାଇକରାୟ, ମହାବିଦ୍ୟାଳୟ ପ୍ରିନ୍ସପାଲ ସଂଗ୍ରାମ କେଶରୀ ରାୟ, ଅଧ୍ୟାପକ ନରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ପ୍ରାଧ୍ୟାପକ, ବିଜୁ ଜନତା ଦଳରେ ବହୁ କର୍ମୀ ଏବଂ ଏନ.ସି.ସି. ର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!