Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଙ୍ଗ ଫିକା, ନାଲି ପାଣି…

by ସଞ୍ଜୟ ସ୍ୱାଇଁ
March 10, 2020
in Entertainment
ରଙ୍ଗ ଫିକା, ନାଲି ପାଣି…
54
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରଙ୍ଗର ପର୍ବ ହୋଲି ରଙ୍ଗ ଆଜି ସାମାନ୍ୟ ଫିକା ପଡ଼ିଛି । କୋରନା ଭୟରେ ଲୋକେ ଆଜି ରଙ୍ଗ ଖେଳିବାକି ଅନିଚ୍ଛା ପ୍ରକାଶ କରିଛନ୍ତି । ହୋଲି ରଙ୍ଗକୁ ବେଶ ଉପଭୋଗ କରୁଥିବା ଲୋକେ ରଙ୍ଗକୁ ଛାଡ଼ି ନାଲି ପାଣିକୁ ଆଦରିଛନ୍ତି । ରଙ୍ଗର ପର୍ବ ହୋଲି ଆଜି କିଛିମାତ୍ରାରେ ଭୋଜିଭାତର ଦିନ ଭାବେ ବଦଳିଛି । ଅନେକ ସ୍ଥାନରେ ଆଜି ଭୋଜିଭାତ ସହ ନାଲି ପାଣିର ମଜା ଉଠାଇଛନ୍ତି ଲୋକେ । ପ୍ରଶାସନ ହୋଲିରେ ମଦ ଦୋକାନକୁ ସିଲ କରି ଦେଇଥିବା ବେଳେ କରୋନା ଭୟରେ ଲୋକମାନେ କାଲିଠାରୁ ପ୍ରସ୍ତୁତ ଥିଲେ । ଆଜି ଅନେକ ଢାବା, ମଦ ଦୋକାନ ନିକଟବର୍ତ୍ତୀ ସ୍ଥାନରେ ମଦ ବିକ୍ରି କରାଯାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ, ବଜାରରେ ଆଜି ଚିକେନ ଦୋକାନ ଫାଙ୍କାପଡ଼ିଥିବା ବେଳେ ମାଛ ଓ ମଟନ ଦୋକାନରେ ବେଶ ଭିଡ଼ ଦେଖାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!