Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁରରେ ରହସ୍ୟମୟ ଗୁମ୍ଫା

by Anil Panda
August 8, 2020
in Feature News, Nayagarh
ରଣପୁରରେ ରହସ୍ୟମୟ ଗୁମ୍ଫା
827
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ମହାନଦୀ ଅଥଳ ଜଳରାଶିରେ ବୁଡ଼ି ରହିଥିବା ମନ୍ଦିର ଏବଂ ରଣପୁର ଘଞ୍ଚ ଜଙ୍ଗଲରେ ପୁରାତନ ଭଗ୍ନ ମନ୍ଦିର ପରେ ଏବେ ସାମନାକୁ ଆସିଛି ଏକ ରହସ୍ୟମୟ ଗୁମ୍ପା । ଏହି ଗୁମ୍ପାଟି ରଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତର ମେଲାତଇଲା ପାହାଡ଼ରେ ଦେଖିବାକୁ ମିଳିଛି । ଏହାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । ସୂଚନାନୁସାରେ, ଏହି ଗୁମ୍ପାଟି ବହୁ ପୂରାତନ ହୋଇଥିବା ବେଳେ ଏହା ଏବେ ଜଣେ ଛେଳି ଜଗୁଆଳିଙ୍କ ଦ୍ୱାରା ସାମନାକୁ ଆସିଛି । ଏହି ଗୁମ୍ଫା ଭିତରକୁ ଏକ ଛେଳି ପଶି ଯିବାରୁ ଛେଳିକୁ ଖୋଜିବାକୁ ଯାଇ ଏହା ସାମନାକୁ ଆସିଛି । ସ୍ଥାନୀୟ ଲୋକେ ଗୁମ୍ଫାରେ ପୂଜାର୍ଚ୍ଚନା କରୁଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଗୁମ୍ଫା ବହୁ ପୂରାତନ ଅଟେ । ଏହି ଗୁମ୍ଫା ଭିତରେ ବଡ଼ ବଡ଼ ୭ଟି ଘର ରହିଥିବା ଲୋକେ ଆଲୋଚନା କରୁଥିବା ବେଳେ ଏହାର ଏକ ସ୍ୱତନ୍ତ୍ର ସର୍ଭେ କରାଗଲେ ପ୍ରକୃତ ଘଟଣା ସାମନାକୁ ଆସିବ ବୋଲି ଜଣାଯାଇଛି । ସ୍ଥାନୀୟ କିଛି ଲୋକ ଗୁମ୍ଫା ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିବା ଜଣାଯାଇଛି । ସରକାର ଏବଂ ପ୍ରଶାସନ ଏହି ଗୁମ୍ଫାର ରହସ୍ୟ ଭେଦ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!