Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାମେଶ୍ୱର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଏସ.ଏସ.ବି.ବି ୱାରିୟର ଚମ୍ପିଆନ

by ସଞ୍ଜୟ ସ୍ୱାଇଁ
October 14, 2024
in Sports, State
ରାମେଶ୍ୱର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ,  ଏସ.ଏସ.ବି.ବି ୱାରିୟର ଚମ୍ପିଆନ
57
VIEWS
Share on FacebookShare on Twitter

ଟାଙ୍ଗୀ , (ବାଘୁଆବାର୍ତ୍ତା): ଟାଙ୍ଗୀ ରବିବାର ଦିନ ରାମେଶ୍ଵର ଖେଳପଡିଆରେ ୩ୟ ବାର୍ଷିକ ରାମେଶ୍ଵର ପ୍ରମିୟର ଲିଗ ଟୁର୍ଣ୍ଣାମେଣ୍ଟ ଏସ.ଏସ.ବି.ବି ୱାରିୟର ଓ ଲାଏନ୍ସ ଫୋର୍ସ ରାମେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏସ.ଏସ.ବି.ବି ଟସ ଜିତି ବ୍ୟାଟି କରି ନିର୍ଦ୍ଧାରିତ ୩ ଉଇକେଟ ବିନିମୟରେ ୧୦୮ ରନ ହାସଲ କରି ଚମ୍ପିଆନ ହୋଇଥିବା ଜଣାପଡିଛି ।

ଜବାବରେ ଲାଏନ୍ସ ଫୋର୍ସ ରାମେଶ୍ବର ସମସ୍ତ ଉଇକେଟ ହରାଇ ୮୭ ରନ ସଂଗ୍ରହ କରି ବିଜେତା ହୋଇଥିବା ଜଣାପଡିଛି I ମ୍ୟାନ ଅଫ ମ୍ୟାଚ ଏସ.ଏସ.ବି.ବି ଦଳର ଓମ ପ୍ରସାଦ ମହାପାତ୍ରଙ୍କୁ ବିବେଚିତ କରାଯାଇଥିଲା । ମ୍ୟାଚ ପରିଚାଳନା କରିଥିଲେ ସାନ୍ତନ୍ତି ସ୍ଵାଇଁ ଓ ଦିପକ ସାହୁ । ସାମ୍ବାଦିକ ମାନସ ପଟ୍ଟନାୟକ ଓ ଲିଗର ଉପଦେଷ୍ଟା ଚକ୍ରଧର ବାରିକ ଅତିଥି ରୂପେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଅଜୟ ସାହୁ, ସଂଗ୍ରାମ କେଶରୀ ପଣ୍ଡିତ, ଗୋବର୍ଦ୍ଧନ ସେଠୀ, କାହ୍ନୁଚରଣ ନାୟକ, ବିଜୟ ଶ୍ରୀଚନ୍ଦନ ଓ ରଘୁନାଥ ପ୍ରଧାନ ପ୍ରମୁଖ ସକ୍ରିୟ ସହେଯାଗ କରିଥିଲେ । ବିଜୟୀ ଦଳକୁ ୮ ହଜାର ଟଙ୍କାର ଚେକ ସହିତ ଚମ୍ପିୟାନ ଟ୍ରଫି ଓ ବିଜେତା ଦଳକୁ ୬ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଉଭୟ ଦଳର ଖେଳାଳିମାନଙ୍କୁ ପଦକ ଦେଇ ସମ୍ବଦ୍ଧିତ କରାଯାଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!