ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହର ଓ ଆଖପାଖ ଅଞ୍ଚଳରେ ଆଜି କାଳବୈଶାଖି କାରଣରୁ ବର୍ଷା ହେବା ସହ ଘନ ଘନ ବଜ୍ରପାତ ହେଇଥିବା ଜଣାଯାଇଛି । ସହର ଓ ଆଖପାଖ ଅଞ୍ଚଳରେ ବର୍ଷା ମଧ୍ୟ ଜୋରରେ ହେଉଥିବା ଦେଖାଯାଇଛି । ଏହି କାଳବୈଶାଖି ଓ ବଜ୍ରପାତରେ କ୍ଷୟକ୍ଷତି ହେଉଥିବା ଆଶଙ୍କା କରାଯାଉଛି ।