Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲ୍ଳାର ଅଧିଷ୍ଠାତ୍ରୀ ମା’ ମଙ୍ଗଳାଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ

by ସଞ୍ଜୟ ସ୍ୱାଇଁ
September 13, 2021
in State, Toursimi
ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲ୍ଳାର ଅଧିଷ୍ଠାତ୍ରୀ ମା’ ମଙ୍ଗଳାଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ
73
VIEWS
Share on FacebookShare on Twitter

କୋଣାର୍କ, (ବାଘୁଆବାର୍ତ୍ତା): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲ୍ଳାର ଅଧିଷ୍ଠାତ୍ରୀ ମା’ ମଙ୍ଗଳାଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛି । ସାରା ଓଡ଼ିଶାର ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଯାହାଫଳରେ କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ଏହାର ପ୍ରଭାବ ଦେଖିବାକୁ ମଧ୍ୟ ମିଳିଛି । ଅଧିକ ମାତ୍ରାରେ ବର୍ଷା ହେଉଥିବା କାରଣରୁ, ମା’ ମଙ୍ଗଳାଙ୍କ ଗର୍ଭ ଗୃହର ଛାତରେ ଫାଟକ ସୃଷ୍ଟି ହୋଇ ବର୍ଷା ପାଣି ଗଳିବା ସହିତ , ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପରେ ପାଣି ଗଳୁଛି । ଏହା ସହ ଉତ୍ତର ଦ୍ୱାରରେ ମଧ୍ୟ ବର୍ଷା ପାଣି ଗଳିବା ଓ ଛାତ ଫାଟି ବଡ଼ ବଡ଼ ସିମେଣ୍ଟ ପଥର ଖସୁଛି । ଯାହାଫଳରେ ସେବାୟତ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଆହତ ମଧ୍ୟ ହେଉଛନ୍ତି କ୍ଷ ଅନ୍ୟପକ୍ଷରେ ମନ୍ଦିର ବାହାରେ ଯାଉଥିବା ରାସ୍ତାରେ ସିମେଣ୍ଟ ଗୋଡି ଢଳାଇ ରାସ୍ତାକୁ ଠିକାଦାର ଉଞ୍ଚା କରିଦେବା ହେତୁ, ମନ୍ଦିରର ଚତୁପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ । ଯାହାଫଳରେ ଅଧିକ ବର୍ଷା ହେଲେ, ବାହାରର ଆବର୍ଜନା ପାଣି ମନ୍ଦିର ବେଢା ଭିତରକୁ ପସୁଛି । ଯଦ୍ୱାରା ମା’ଙ୍କ ନୀତିକାନ୍ତିରେ ଅସୁବିଧା ହେଉଥିବା ନେଇ ସେବାୟତମାନେ ପ୍ରତିକ୍ରିୟା ଦେଉଛନ୍ତି । ପ୍ରବଳ ବର୍ଷା ଯୋଗୁଁ କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ଜଳରେ ବୁଡ଼ିଯାଇଥିବା ବେଳେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!