ନୟାଗଡ଼,(ବାଘୁଆବାର୍ତ୍ତା) : ଆଗାମୀ ଦୁଇ ଘଣ୍ଟା ସତର୍କ ରହିବାକୁ ନୟାଗଡ଼ ଜିଲ୍ଲବାସୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାରେ ସାଂଘାତିକ କାଳବୈଶାଖି ହେବାକୁ ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବା ନେଇ ଅନୁମାନ କରାଯାଇଛି । ଏନେଇ ସତର୍କ କରାଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।





