ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନବିଭାଗ ସ୍କ୍ୱାର୍ଡ ବାଣୀଗୋଛା ସେକ୍ସନର କୁଜାମେଣ୍ଡୀ ବିଟ୍ ଅନ୍ତର୍ଗତ ଉପରମୁଣ୍ଡୁଳା ଗ୍ରାମ ସନ୍ନିକଟ ଏକ ଆମ୍ବ ବଗିଚାରୁ ୩ଟି ପିଆଶାଳ ଲଗ୍ ଜବତ୍ କରିଛନ୍ତି। ଚଢାଉରେ ଫରେଷ୍ଟର ଜ୍ୟୋତି ରଞ୍ଜନ ମାନସିଂ ପ୍ରମୁଖ ସାମିଲ୍ ହୋଇଥିଲେ।





