Saturday, November 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦପୁର ପଟ୍ଟନାୟକ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ଅବକାରୀ ସ୍କ୍ୱାଡର ଚଢ଼ଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ

by ସଞ୍ଜୟ ସ୍ୱାଇଁ
November 2, 2024
in Crime, State
ଚାନ୍ଦପୁର ପଟ୍ଟନାୟକ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ଅବକାରୀ ସ୍କ୍ୱାଡର ଚଢ଼ଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ
245
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଅବକାରୀ ଵିଭାଗ ଫ୍ଲାଇଙ୍ଗ ସ୍କ୍ୱାଡ଼ ର ଏକ ୯ଜଣିଆ ଟିମ୍ ମଦବିକ୍ରି ଏବଂ ପିଇବା କେନ୍ଦ୍ର ବାର ରେ ଚଢ଼ାଉ । ବାର ରେ ଥିବା ସମସ୍ତ ୧୮୦ ଏମ୍ ଏଲ୍ ଠିପିବନ୍ଦ ମଦବୋତଲ ବିପୁଳ ପରିମାଣରେ ଯବତ । ବେଆଇନ ଭାବେ ବାର ରେ କେମିତି ବିକ୍ରି ହେଉଥିଲା ୧୮୦ ଏମ୍ ଏଲ୍ ଠିପିବନ୍ଦ ମଦ । ଆଜି ନୟାଗଡ଼ ଜିଲ୍ଲା ର ଚାନ୍ଦପୁର ଥାନା ଅଞ୍ଚଳରେ ଡୋମଣି ସାହି ନିକଟସ୍ତ ପଟ୍ଟନାୟକ ବାର ଆଣ୍ଡ ରେସ୍ତୁରାଣ୍ଟ ରେ କଟକ ଅବକାରୀ ବିଭାଗର ଏକ ୯ ଜଣିଥା ଟିମ୍ ଆସି ଅଚାନକ ଚଢ଼ାଉ କରିଥିଲେ।

ଦୀର୍ଘ ସାଢେ ଚାରି ଘଣ୍ଟା ଧରି ତନାଘନା କରି କାଗଜାତ ଆଦି ଯାଞ୍ଚ ପରେ ଠିପି ଖୋଲା ମଦ ଦୋକାନ ରେ ୧୮୦ ଏମ୍ ଏଲ୍ ମଦ ବିକ୍ରି କରିବାକୁ ପରିମିସନ ନଥିବା ବେଳେ କି ଭଳି ଭାବରେ ଏହି ବାର ରେ ମଦ ବିକ୍ରି ହେଉଥିଲା ତାହା ଏଵେ ସନ୍ଦେହ ଘେରରେ । ବିପୁଳ ପରିମାଣର ମଦ ଜବତ କରିବା ସହ ଦୋକାନକୁ ସିଲ କରି ଦିଆଯାଇଛି । ବାରମ୍ବାର ଏହିଭଲି ଫ୍ଲାଇଙ୍ଗ ସ୍କ୍ୱାଡ଼ ର ଏହିଭଲି ଚଢ଼ାଉ କରିଥିବା ନଜିର ଆଶୁଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ଏହାକୁ କେମିତି ପ୍ରଶୟ ଦେଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!