Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନର ଆର୍ମି କ୍ୟାମ୍ପରେ ଯୁବତୀଙ୍କୁ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
March 7, 2023
in Crime, WORLD
ପାକିସ୍ତାନର ଆର୍ମି କ୍ୟାମ୍ପରେ ଯୁବତୀଙ୍କୁ ଦୁଷ୍କର୍ମ
184
VIEWS
Share on FacebookShare on Twitter

ମୁମ୍ଵାଇ, (ବାଘୁଆବାର୍ତ୍ତା): ପାକିସ୍ତାନ ଅଧିକୃତ କାଶ୍ମୀରର ସୁଧନ ଗଲିରେ ଥିବା ସେନା ଶିବିରରେ ନିର୍ଭୟା ଭଳି ଘଟଣା ଘଟିଛି। କ୍ୟାମ୍ପ ଭିତରେ ଯୁବତୀଙ୍କ ମୃତ ଦେହ ମିଳିଛି। ପାକିସ୍ତାନୀ ସେନାର ସୈନିକମାନେ ତାଙ୍କୁ ଉଠାଇ ନେଇ ଯାଇଥିଲେ। ପରଦିନ ତାଙ୍କ ଜଳିଯାଇଥିବା ମୃତଦେହ ମିଳିଥିଲା। ଦୁଷ୍କର୍ମ ପରେ ପାକିସ୍ତାନୀ ସେନାମାନେ ଝିଅକୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ PoK ରେ ପରିବେଶ ଗରମ ହୋଇଛି ସେଠାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ଅଧିକୃତ କାଶ୍ମୀରର ଲୋକଙ୍କ ପାଇଁ ଜୀବନକୁ ନର୍କରେ ପରିଣତ କରିଛି। କହିବାକୁ ଗଲେ ପାକିସ୍ତାନ ଏହାକୁ ଆଜାଦ କାଶ୍ମୀର ବୋଲି କହୁଛି କିନ୍ତୁ ଏହି ସମଗ୍ର ଅଞ୍ଚଳ ଏକ ଖୋଲା ଜେଲରେ ପରିଣତ ହୋଇଛି। ପାକିସ୍ତାନୀ ସେନାର ସହମତି ବିନା ଏଠାରେ କେହି କିଛି କରିପାରିବେ ନାହିଁ। ପାକିସ୍ତାନ ସେନା ଯେକୌଣସି ୱାରେଣ୍ଟ ବିନା ଉଠାଇ ନେଇ ପାରିବେ। ଏଠାରେ ଝିଅମାନଙ୍କୁ ଅପହରଣ କରିବା ମଧ୍ୟ ସାଧାରଣ କଥା । ତେବେ ସୁଧନ ଗଲି ଅଞ୍ଚଳରେ ରହୁଥିବା ଯୁବତୀକୁ ପାକିସ୍ତାନୀ ସେନାର ସୈନିକମାନେ ନେଇ ଯାଇଥିଲେ। କିନ୍ତୁ ପରଦିନ ତାଙ୍କର ଜଳିଯାଇଥିବା ମୃତ ଦେହ ମିଳିଥିଲା। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହରେ ଏହି ଅଞ୍ଚଳରେ ଉତ୍ତେଜନା ବ୍ୟାପିଛି। ଏହି ଘଟଣା ବିରୋଧରେ ଏକ ବଡ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚାଲିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!