Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଞ୍ଜ ନଇଁଲେ ଝଲସିବ ଶ୍ରୀମନ୍ଦିର

by ସଞ୍ଜୟ ସ୍ୱାଇଁ
June 16, 2021
in Lifestyle, State
ସଞ୍ଜ ନଇଁଲେ ଝଲସିବ ଶ୍ରୀମନ୍ଦିର
146
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ସଞ୍ଜ ନଇଁଲେ ଝଲସିବ ଶ୍ରୀମନ୍ଦିର । ପ୍ରତ୍ନତତ୍ତ୍ୱ ବିଭାଗ ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶ୍ରୀମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଖର୍ଚ୍ଚ କରିବ ଦେଢ଼ କୋଟି ଟଙ୍କା । ଆଉ ଲାଗିବ ମୂଲ୍ୟବାନ ଥ୍ରୀ-ଡି ଲାଇଟ୍ । ଫଳରେ ସଞ୍ଜ ନଇଁଲେ ଚମକିବ ଶ୍ରୀମନ୍ଦିରର ବାହ୍ୟ ପରିବେଶ । ଅଁଳାବେଢ଼ାରୁ ମେଘନାଦ ପାଚେରି, ଭିତରଗୁମୁଟରୁ ବାଇଶି ପାହାଚ ପର୍ୟ୍ୟନ୍ତ ଆଧୁନିକ ଆଲୋକମାଳାରେ ସଜାଇ ହେବ ଶ୍ରୀମନ୍ଦିର । ଫଳରେ ଶ୍ରଦ୍ଧାଳୁ ରାତିରେ ମଧ୍ୟ ଦୂରରୁ ଦେଖିପାରିବେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ୟ୍ୟ । ଏନେଇ ବିଭାଗୀୟ ଟିମ୍ କରିସାରିଲେଣି ଅନୁଧ୍ୟାନ । ଶ୍ରୀମନ୍ଦିରର କେଉଁ କେଉଁ ସ୍ଥାନରେ ଲାଇଟ୍ ଲାଗିଲେ ତାହା ଉପଯୁକ୍ତ ଭାବେ ସୌନ୍ଦର୍ୟ୍ୟକୁ ବଢ଼ାଇବ, ସେନେଇ ପ୍ରାୟତଃ ସରିଛି ନିଷ୍ପତ୍ତି । ଆଉ ଏହିକାମକୁ ହାତକୁ ନେଇ ୱାପକୋସ୍ କମ୍ପାନି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!