ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୌର ପରିଷଦ ପକ୍ଷରୁ ଆଜି ସାଗର ପୁଷ୍କରିଣୀ କୂଳରେ ନବ ନିର୍ମିତ ତଥା ଆକର୍ଷଣୀୟ “ଯୋଗ କେନ୍ଦ୍ର ଓ ବ୍ୟାୟମ ଶାଳା “ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ନୟାଗଡ଼ରେ ପ୍ରବଳ ବର୍ଷା କାରଣରୁ ଏହାକୁ ବାତିଲ କରା ଯାଇଥିବା ସୂଚନା ମିଳିଛି । ଆଗମୀ ଦିନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।






