Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ବାପପୁଅ, ନଡ଼ିଆ ତେଲ ନାଁରେ ବିକୁଥିଲେ ପୋଡା ତେଲ

by ସଞ୍ଜୟ ସ୍ୱାଇଁ
September 16, 2024
in Crime, State
ବନ୍ଧା ହେଲେ ବାପପୁଅ, ନଡ଼ିଆ ତେଲ ନାଁରେ ବିକୁଥିଲେ ପୋଡା ତେଲ
212
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଥରେ ଆଖି ପଡ଼ିଗଲେ ଭାବିବେ ଏହା ‘ଶଲିମାର’ ନଡ଼ିଆ ତେଲ ବୋତଲ। । କିନ୍ତୁ ସେଥିରେ ନାଁ ଲେଖା ହୋଇଛି ‘ଶିବାନୀ’। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ । ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ପୁଲିସ୍‌ ପ୍ରସ୍ତୁତକର୍ତ୍ତା ବାପପୁଅଙ୍କୁ ଗିରଫ କରିଛି। ଏଥିସହ କମ୍ପାନୀକୁ ସିଜ୍‌ କରିଛି। ଗତ କିଛି ବର୍ଷ ଧରି ଏପରି ନକଲି ଅପମିଶ୍ରିତ ତେଲ ବଜାରକୁ ଛାଡ଼ୁଥିବା ଏକ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି ପୁଲିସ୍‌। ବ୍ରହ୍ମପୁର ବଡ଼ବଜାରରେ ଏକ ଛୋଟ ଘରେ ପ୍ରସ୍ତୁତ ହେଉଥିଲା ଏହି ଅପମିଶ୍ରିତ ତେଲ। Raid ନକଲି ତେଲ କାରଖାନା ଉପରେ ପୁଲିସ୍‌ର ଚଢ଼ାଉ । ପ୍ରସ୍ତୁତକର୍ତ୍ତା ଶାଲିମାର ନଡିଆ ତେଲ ଆଣି ସେଥିରେ ଲିକ୍ୱିଡ ପାରାଫିନ ଓ ଅନ୍ୟାନ୍ୟ ପୋଡା ତେଲ ମିଶାଇ ପ୍ରସ୍ତୁତ କରୁଥିଲେ ଏହି ନଡ଼ିଆ ତେଲ।

ଯେପରିକି କେହି ଏହା ଉପରେ ସନ୍ଦେହ ନ କରିବେ ସେଥିନିମନ୍ତେ କେବଳ ବାସନା ପାଇଁ ଶଲିମାର୍ ନଡ଼ିଆ ତେଲ ମିଶା ଯାଉଥିବା ଏହାର ପ୍ରସ୍ତୁତକର୍ତ୍ତା କହିଛନ୍ତି। ଶାଲିମାର କମ୍ପାନୀ ପକ୍ଷରୁ ଜାଣିବାପରେ ତାଙ୍କ ଲିଗାଲ ଟିମ୍ ପକ୍ଷରୁ ବଡ ବଜାର ଥାନାରେ ଅଭିଯୋଗ ଦିଆଯାଇଥିଲା। ପରେ ପୁଲିସ ସନ୍ଧାନ କରି ଶାସ୍ତ୍ରୀ ନଗର 4ର୍ଥ ଲାଇନ୍‌ରେ ଥିବା ଏହି ନକଲି ନଡ଼ିଆ ତେଲ କମ୍ପାନୀ ଉପରେ ଚଢ଼ାଉ କରିଛି। ବ୍ରାଣ୍ଡ, ଟ୍ରେଡ ମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ତେଲ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ଲିକ୍ୱିଡ ପାରାଫିନ, ଅନ୍ୟାନ୍ୟ ପୋଡା ତେଲ, ଯନ୍ତ୍ରପାତି, କାଗଜପତ୍ର ଆଦି ଜିନିଷ ଜବତ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!