Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁରେ ଅଟକ ଥିଲା ଖାକି

by ସଞ୍ଜୟ ସ୍ୱାଇଁ
January 14, 2021
in Nayagarh
ଗାଁରେ ଅଟକ ଥିଲା ଖାକି
582
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବା ର୍ା): ରସିକ ପୁଲିସ ପାଇଁ ଆଜି ଖାକିରେ ଲାଗିଛି କଳଙ୍କ । ରସିକିଆ ପଣ ପାଇଁ ଗାଁ ଲୋକଙ୍କ କବ୍ଜାରେ ବୁଧବାର ରାତିରୁ ଗୁରୁବାର ଦିନ ୧ଟା ପର୍ଯ୍ୟନ୍ତ ଅଟକ ରହିଛନ୍ତି ଏହି ପୁଲିସ କର୍ମଚାରୀ । ତେବେ ବ ର୍ମାନ ସୁଦ୍ଧା ଥାନାରେ ଅଭିଯୋଗ ହୋଇନଥିବା ପୁଲିସ କହୁଥିବା ବେଳେ ଏହା ଖାକି ଖାକି ପ୍ରୀତି ବୋଲି ଆଲୋଚନା ହେଉଛି । ଘଟଣାକୁ ରଫାଦଫା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ୁଥିବା ବେଳେ କେଇ ଜଣ ଦଲାଲ୍ ଭଦ୍ରଲୋକ ସାଜିଛନ୍ତି । ଏଭଳି ଘଟଣା ଘଟଛି ରାଜସୁନାଖଳା ଫାଣ୍ଡି ଅଂଚଳରେ । ବୁଧବାର ବିଳମ୍ବିତ ରାତିରେ ଇଟାମାଟି ଥାନା ଅଂଚଳର ଜଣେ ରସିକିଆ ବିବାହିତ ପୁଲିସ ରାଜସୁନାଖଳା ଅଂଚଳକୁ ଯାଇ ଜଣେ ଯୁବତୀଙ୍କ ସହ ଅପର୍କମ କରୁଥିବା ବେଳେ ବାରିପଟ ପାଳଗଦା ପଛରୁ ଧରା ପଡ଼ି ଅଟକ ରହିଥିଲେ । ଗାଁ ଯୁବକମାନେ ଉଭୟ ଯୁବକ ଯୁବତୀକୁ ଅଟକ ରଖିଥିଲେ । ଏ ଖବର ଫାଣ୍ଡିରେ ପହଂଚିଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀ ମୁହଁ ଖୋଲୁ ନାହାନ୍ତି, ଅନ୍ୟ ପକ୍ଷେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାକୁ ସ୍ୱୀକାର କରିଛନ୍ତି । ଅଟକ ଥିବା ଯୁବକଙ୍କ ଠାରୁ ୩ଟି ଜିବନ୍ତ ଗୁଳି ଗ୍ରାମବାସୀ ଉଦ୍ଧାର କରିଥିବା ଆଲୋଚନା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!