Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ, ଜନତାକୁ ଚକମା ୧ ମୃତ ଓ ୩ ଆହାତ

by ସଞ୍ଜୟ ସ୍ୱାଇଁ
February 11, 2020
in Accident
ପୋଲିସ, ଜନତାକୁ ଚକମା ୧ ମୃତ ଓ ୩ ଆହାତ
15
VIEWS
Share on FacebookShare on Twitter

ନୟାଗଡ (ବାଘୁଆବାର୍ତା ବ୍ୟୁରୋ)ଖଣ୍ଡପଡାରୁ ଏକ ପିକପ୍ ଭ୍ୟାନ୍ ଗାଡି ନଂ.୨୫.ସି.୪୨୭୭ ର ଡ୍ରାଇଭର ର ବେପରୁଆ ଗାଡି ଚାଳନା ଲାଗି ପୋଲିସ ଓ ଜନତାକୁ ନାକେଦମ୍ ହେବାକୁ ପଡିଛି । ଉକ୍ତ ଗାଡି ଡ୍ରାଇଭର ଖଣ୍ଡପଡା ଠାରୁ ନୟାଗଡ ମଧ୍ୟରେ ବିଭିନ୍ନ ସ୍ଥାନରେ ଗାଡି ମାଡ କରି ୧ ମୃତ ଓ ୩ ଆହାତ ହୋଇଥିବା ଜଣାପଡିଛି । ୨ଜଣ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଷଣ୍ଢମରା ଗ୍ରାମର ବିପ୍ଲବର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ସାନହାମରା ଗ୍ରାମର ସନାତନ ପ୍ରଧାନ ଓ ଶିଖରପୁର ଗ୍ରାମର ରାଜେଶ ଭଟ୍ଟ, ଲକ୍ଷ୍ମୀପ୍ରସାଦ ଗ୍ରାମର ସନ୍ତୋଷ ଆହାତ ହୋଇ ବାହାରକୁ ସ୍ଥାନାନ୍ତରିତ ହୋଇଛନ୍ତି । ଅନ୍ୟଏକ ପକ୍ଷରେ ଓଡଗାଁ ଅଙ୍‌ଚଳର ଲେମ୍ବୁଗଛା ଗ୍ରାମର ନିବାସ ବେହେରାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନୟାଗଡ ଟାଉନ୍ ପୋଲିସ୍ ଓ ସଦର ପୋଲିସ୍ ନାକେଦମ୍ ହୋଇ ସିନ୍ଦୁରିଆ ଠାରେ ଗାଡିଟିକୁ ଅଟକାଇବାରେ ସଫଳ ହୋଇଛନ୍ତି ।

 

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!