Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାବୁଙ୍କ ଦେହରେ ବର୍ଦ୍ଦି, ହାତରେ ମଦ ଗ୍ଲାସ୍

by ସଞ୍ଜୟ ସ୍ୱାଇଁ
May 12, 2025
in State
ବାବୁଙ୍କ ଦେହରେ ବର୍ଦ୍ଦି, ହାତରେ ମଦ ଗ୍ଲାସ୍
117
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ପୁଲିସ । ଏ ଶବ୍ଦ ଶୁଣିବା ମାତ୍ରେ, ଯେତିକି ଡର ଲାଗେ, ମନରେ ସେତିକି ସମ୍ମାନ ଆପେ ଆସିଯାଏ । ହେଲେ କିଛି କିଛି ପୁଲିସ ଅଧିକାରୀଙ୍କ କାର୍ଯ୍ୟକଳାପ ପୂରା ବ୍ୟବସ୍ଥାକୁ ବଦନାମ୍ କରିଦିଏ । ପୁଲିସ ପ୍ରତି ଲୋକଙ୍କ ଭରସା ଭାଙ୍ଗିଦିଏ । କାର୍ଯ୍ୟରତ ଅବସ୍ଥାରେ ମାତାଲ ପୁଲିସ ବାବୁ । ସୋସିଆଲ ମିଡିଆରେ ଘୂରି ବୁଲୁଛି , ପୁଲିସ ଏଏସ୍ଆଇଙ୍କ ମଦ୍ୟପାନ ସମୟରେ ଦେଖିବାକୁ ମିଳିଛି । ପୁଲିସ ବର୍ଦ୍ଦି ପିନ୍ଧି ପିଉଛନ୍ତି ମଦ । ଏହି ପୁଲିସ ବାବୁ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନାର ଏଏସ୍ଆଇ ମିତ୍ରଭାନୁ ବାରିକ । ପୁଲିସ ପୋଷାକ ରେ ଥାଇ ଏହି ବାବୁ ପିଉଛନ୍ତି ମଦ । ଯାହାର ଏକ୍ସକ୍ଲ୍ୟୁସିଭ ଭିଡିଓ ଲାଗିଛି କନକ ନ୍ୟୁଜ ହାତରେ । ଭିଡିଓଟି କିଛି ଦିନ ତଳର । ଏକ କାମରେ ଗୋଟିଏ ଗ୍ରାମକୁ ଯାଇଥିବା ବେଳେ ପୁଲିସ ପୋଷାକରେ ଥାଇ ବାବୁ ମଦ ପିଇଥିଲେ । ବାବୁଙ୍କ ବାବଦରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!