Monday, November 17, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଟାଉନ ଷ୍ଟେସନରେ ପୁଲିସର ଛାନଭିନ୍‌

by ସଞ୍ଜୟ ସ୍ୱାଇଁ
May 10, 2025
in State
ନୟାଗଡ଼ ଟାଉନ ଷ୍ଟେସନରେ ପୁଲିସର ଛାନଭିନ୍‌
451
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଷ୍ଟେସନରେ ବୋମା ଆଶଙ୍କା ନେଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଛାନଭିନ୍ କରିଛନ୍ତି । ଭଦ୍ରକରୁ ଦଶପଲ୍ଲା ଅଭିମୂଖେ ଆସୁଥିବା ଟ୍ରେନ ଏବଂ ପୂରା ଷ୍ଟେସନକୁ ଛାନଭିନ୍ କରାଯାଇଛି । ଭାରତ ପାକିସ୍ତାନ ଯୁଦ୍ଧକୁ ନେଇ ଆଜି ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇଛି ।

ଯଦି ଟାଉନ ଷ୍ଟେସନରେ ବୋମା କିମ୍ବା କୈାଣସି ଡ୍ରୋନ ଆକ୍ରମଣ ହୁଏ, ତାହାକୁ ପ୍ରତିହତ କରିବା ପାଇଁ କିଭଳି ପଦକ୍ଷେପ ନିଆଯିବ, ସେ ନେଇ ଜିଲ୍ଲା ପୁଲିସ ସତର୍କତାର ଯାଞ୍ଚ କରୁଛି । ଭଦ୍ରକ ଟ୍ରେନରେ ଆସିଥିବା ସମସ୍ତ ଯାତ୍ରୀଙ୍କ ଲଗେଜକୁ ଯାଞ୍ଚ କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

ନୟାଗଡ଼ ଏସପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଛାନଭିନ୍ କରୁଛନ୍ତି । ସେହିଭଳି ଭାବେ ନୟାଗଡ଼ ସହରରେ ବିଭିନ୍ନ ଗାଡି ମୋଟର ଯାଞ୍ଚ କରାଯାଇଛି । ଘରୋଇ ବସ ଏବଂ ବିଭିନ୍ନ ଯାନ ବାହାନକୁ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!