Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସପ୍ତାହରେ ପୋଲିସର ଜୋରଦାର ଚଢ଼ାଉ

by ସଞ୍ଜୟ ସ୍ୱାଇଁ
April 29, 2025
in State
ସପ୍ତାହରେ ପୋଲିସର ଜୋରଦାର ଚଢ଼ାଉ
66
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଆକ୍ସନ୍ ମୋଡରେ ଭଦ୍ରକ ପୋଲିସ। ଗୋଟିଏ ସପ୍ତାହରେ ପୋଲିସର ଜୋରଦାର ଚଢ଼ାଉ। ଭଦ୍ରକ ସହର ଅଧୀନ ସହରାଞ୍ଚଳ ଥାନା, ପୁରୁଣା ବଜାର ଥାନା ଓ ଗ୍ରାମାଞ୍ଚଳ ଥାନା ଅଧୀନ ଅଞ୍ଚଳରେ ଭାରପ୍ରାପ୍ତ ସିଟି ଡିଏସପି ତଥା ଅତିରିକ୍ତ ଏସପି ସମ୍ବିତ ମାଝୀଙ୍କ ନେତୃତ୍ଵରେ ଜୋରଦାର ଚଢ଼ାଉ କରାଯାଇଛି। ତେବେ ଗୋଟିଏ ସପ୍ତାହରେ ଭଦ୍ରକ ପୋଲିସ ଚୋରା କୋଇଲା ଚାଲାଣ ଉପରେ ନଜର ରଖିବା ସହ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି। ଏଥିରେ ୫ଟି ଚୋରା କୋଇଲା ବୋଝେଇ ଟ୍ରକ୍, ୨ଟି ପିକଅପ୍ ଜବତ୍ କରିବା ସହ ୪ଟି ମାମଲା ରୁଜୁ କରିଛି। ସମାନ ଭାବେ ୩ ଦିନରେ ୫ ବେଆଇନ ଗୋରୁ ଗାଡ଼ି ଜବତ ସହ ୪୫ ରୁ ଅଧିକ ଗୋମାତାଙ୍କୁ ଉଦ୍ଧାର କରାଯାଇଛି। ସହରରେ ୫ଟି ବ୍ରାଉନ ସୁଗାର୍ କେସ୍ ସହ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଭଦ୍ରକ ପୋଲିସ ସବୁବେଳେ ଭଦ୍ରକବାସୀଙ୍କ ସୁରକ୍ଷା ପାଇଁ ରହିଛନ୍ତି। ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାର୍ଯ୍ୟରତ ଅଛି ।ବେଆଇନ ଓ ଚୋରା କୋଇଲା, ଜର୍ଦ୍ଦା ଓ ବ୍ରାଉନଶୁଗାର ଚାଲାଣ ଉପରେ ପୋଲିସ ଚଢ଼ାଉ ଜାରି ରଖିବ ବୋଲି ଭାରପ୍ରାପ୍ତ ସିଟି ଡିଏସପି କହିଛନ୍ତି । ତେବେ ବିଗତ ସପ୍ତାହରେ ପୋଲିସ ଚୋରା କୋଇଲା , ବ୍ରାଉନ ଶୁଗାର , ବେଆଇନ ଗୋଚାଲାଣ ଉପରେ ଆକ୍ସନ ନେଉଛି ପୋଲିସ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!