Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଥର ବି ବାଜି ମାରିଲା ଗଣିଆ, ଜୟପ୍ରକାଶ ଶ୍ରେଷ୍ଠ ଏସ୍ଆଇ

by ସଞ୍ଜୟ ସ୍ୱାଇଁ
March 31, 2021
in Nayagarh
994
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା); ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସରେ ଜିଲ୍ଲାର ସର୍ବଶ୍ରେଷ୍ଠ କାର୍ୟ୍ୟ କରିଥିବା ପୁଲିସ କର୍ମଚାରୀମାନଙ୍କୁ ପୁରଷ୍କୃତ କରାଯିବା ନେଇ ସୂଚନା ମିଳିଛି । ଜିଲ୍ଲାରେ ଆଇନ ଶୃଙ୍ଖଳାରେ ସୁଧାର ଆଣିବା, ପୁଲିସ ସହିତ ଜନସାଧାରଣଙ୍କ ମଧ୍ୟରେ ଥିବା ଲୋକ ସଂପର୍କକୁ ପାଥେୟ କରି ଜିଲ୍ଲାର ସର୍ବଶ୍ରେଷ୍ଠ କର୍ମଚାରୀମାନଙ୍କୁ ପୁରଷ୍କୃତ କରାଯିବ । ସର୍ବଶ୍ରେଷ୍ଠ ଉପ ଆରକ୍ଷୀ ନିରୀକ୍ଷକ ଭାବେ ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କୁ ପୁରଷ୍କୃତ କରାଯିବ ବୋଲି ସୂଚନା ମିିଳିଛି । ଏଥିସହିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କାର୍ୟ୍ୟରତ ଥିବା ପ୍ରଭାତ କୁମାର ଆଚାର୍ୟ୍ୟଙ୍କୁ ଶ୍ରେଷ୍ଠ ଏଏସଆଇ, ନୟାଗଡ଼ ଥାନାର ଉତ୍ତମ ନାୟକଙ୍କୁ ସର୍ବଶ୍ରେଷ୍ଠ ହାବିଲଦାର, ଖଣ୍ଡପଡ଼ା ଥାନାର ପ୍ରଫୁଲ୍ଲ ଆଚାର୍ୟ୍ୟଙ୍କୁ ସର୍ବଶ୍ରେଷ୍ଠ କନେଷ୍ଟବଳ, ଜିଲ୍ଲା ପୁଲିସ ମୁଖ୍ୟାଳୟର ଲକ୍ଷ୍ମୀକାନ୍ତ ବରାଡ଼ ସର୍ବଶ୍ରେଷ୍ଠ କନେଷ୍ଟବଳ ଓ ଚିତ୍ତରଂଜନ ପ୍ରଧାନଙ୍କୁ ସର୍ବଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ମନୋନୀତ କରାଯାଇଛି । ପୁଲିସ କର୍ମଚାରୀମାନଙ୍କୁ ଉତ୍କଳ ଦିବସରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ପୁରଷ୍କୃତ କରିବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!