Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍ୟ ପାଇଁ ଜୀବନ ଗଲା

by ସଞ୍ଜୟ ସ୍ୱାଇଁ
March 26, 2021
in Crime, State
ଅନ୍ୟ ପାଇଁ ଜୀବନ ଗଲା
525
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କଥାରେ ଅଛି ମାନି ଜିମାନୀ ମଧ୍ୟସ୍ଥି ମନା କରିଛନ୍ତି ଅଗସ୍ତି ସେହି ନ୍ୟାୟରେ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରେଶ୍ୱରୀ ଫାଣ୍ଡି ଅଞ୍ଚଳରେ । ଏଠି ଜଣକ ଯୋଗୁଁ ଆଉ ଜଣକୁ ପୁଲିସ ନିର୍ଯ୍ୟାତନା ଦେଉଥିବା ଅସହ୍ୟ ହେବାରୁ ଉକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାନୁସାରେ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ନଇଗୁଆଁ ଗାଁର କଳାକାର ସାହୁଙ୍କ ଝିଅ ସହିତ ସେହି ଗାଁ ନିଖୋଜ ହୋଇଯାଇଥିବା ଝିଅ ଉଭୟ ଦୁଇ ସାଙ୍ଗ । ୧୯ତାରିଖ ରାତିରେ ସେହି ଗାଁରୁ କଳାକାର ଝିଅର ସାଙ୍ଗ ନିଖୋଜ ହୋଇଯାଇଥିଲା । ନିଖୋଜ ନାବାଳିକାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଯେହେତୁ ନିଖୋଜ ହୋଇଥିବା ନାବାଳିକା ଜଣକ ପୂର୍ବରୁ ବହୁବାର କଳାକାରଙ୍କ ଘରକୁ ଯିବା ଆସିବା କରନ୍ତି ଏବଂ ତାଙ୍କ ଫୋନରେ ସମୟ ସମୟ ଧରି କାହା ସାଙ୍ଗରେ କଥା ହୋଇଥାନ୍ତି । ନିଖୋଜ ହୋଇଯିବାରୁ ପୁଲିସ କଳାକାରକୁ ବିଭିନ୍ନ ସମୟରେ ଅକଥନୀୟ ଅତ୍ୟାଚାର ଦେଉଥିଲେ । ସେଥିରେ ଅସହ୍ୟ ହୋଇ କଳାକାର ବାରିପଟେ ଥିବା ଏକ ଗଛରେ ଦଉଡ଼ି ଦେଇ ଆତ୍ମହ୍ୟା କରିଥିବା ନେଇ କଳାକାରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!