Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖେଳାଳୀଙ୍କ ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ସ୍ୱତନ୍ତ୍ର ବସ୍ ସେବା

by ସଞ୍ଜୟ ସ୍ୱାଇଁ
November 23, 2021
in Sports, State
ଖେଳାଳୀଙ୍କ ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ସ୍ୱତନ୍ତ୍ର ବସ୍ ସେବା
198
VIEWS
Share on FacebookShare on Twitter

ଭୁବନେଶ୍ୱରେ, (ବାଘୁଆବାର୍ତ୍ତା): ଖେଳାଳୀଙ୍କ ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ସ୍ୱତନ୍ତ୍ର ବସ୍ ସେବା । ଭୁବନେଶ୍ୱରେ କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ପୁରୁଷ ଜୁନିଅର ହକି ବିଶ୍ୱ କପ୍ । ଏଥିପାଇଁ ବାହାର ରାଜ୍ୟରୁ ଆସିଥିବା ୧୬ ଟି ଦଳର ଖେଳାଳୀ ମାନଙ୍କ ପାଇଁ ଓଡିଶା ପରିବହନ ନିଗମ ତରଫରୁ ବସ୍ ଯୋଗାଇ ଦିଆଯାଇଛି । ଏହି ବସ୍ ଗୁଡିକ ଗ୍ରୀନ କଲର ହୋଇଥିବା ବେଳେ । ବସରେ ଓଡିଶାରା ନିଆରା ପାରମ୍ପରିକ ଲୋକ କଳା ଓ ଛୋଟି ଆଦି ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ବସ୍ ଗୁଡିକ ପୁରା ଟ୍ରାଡିସନାଲ ଲୁକ୍ ଦିଆଯାଇଛି । ଯାହାକି ବାହାର ରାଜ୍ୟରୁ ଆସୁଥିବା ଖେଳାଳୀ ମାନଙ୍କୁ ଆକୃଷ୍ଟ କରିବ । ଅନ୍ୟପଟେ ଏହି ବସ୍ ଗୁଡିକ ଖେଳାଳୀମାନଙ୍କୁ ଷ୍ଟାଡିଅମ୍ ଓ ହୋଟେଲକୁ ନବା ଆଣିବା କରିବାରେ ନିୟୋଜିତ ହେବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!