Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁନି ଝିଅ ଆଦ୍ୟାସା ପାଖରେ ଖାଦ୍ୟ ଓ ଔଷଧ ପହଞ୍ଚାଇଲା ଅନନ୍ୟା ଫାଉଣ୍ଡେସନ

by ସଞ୍ଜୟ ସ୍ୱାଇଁ
July 28, 2021
in Nayagarh, Planning and Development, State
କୁନି ଝିଅ ଆଦ୍ୟାସା ପାଖରେ ଖାଦ୍ୟ ଓ ଔଷଧ ପହଞ୍ଚାଇଲା ଅନନ୍ୟା ଫାଉଣ୍ଡେସନ
320
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଅନନ୍ୟା ଫାଉଣ୍ଡେସନ ତରଫରୁ ପ୍ରତି ମାସ ଭଳି ଏ ମାସରେ ମଧ୍ୟ ଅନନ୍ୟା ଫାଉଣ୍ଡେସନର ପୋଷ୍ୟ ସନ୍ତାନ କୁନି ଝିଅ ଆଦ୍ୟାସା ପାଖରେ ପହଞ୍ଚିଲା ମାସକର ଖାଦ୍ୟ ଓ ଔଷଧ। ମାଳିସର କୁନି ଝିଅ ଆଦ୍ୟାସା ପାଇଁ ପ୍ରତି ମାସରେ ମାସକର ପୃଷ୍ଟିକର ଶିଶୁ ଖାଦ୍ୟ ଓ ଆବଶ୍ୟକ ଅନୁସାରେ ଔଷଧ ପହଞ୍ଚୁଛି। ମାଳିସର କୁନି ଝିଅ ଆଦ୍ୟାସା ବ୍ରେନ ଇନଫେକ୍ସନରେ ପୀଡ଼ିତ। ପୂର୍ବରୁ ଅନନ୍ୟା ଫାଉଣ୍ଡେସନ ତରଫରୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଏବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଜାରି ରହିଛି। କୁନି ଝିଅର ଏଭଳି ରୋଗ ଦେଖି ତାର ଜନ୍ମ କଲା ମା’ ବାପା ପାଖରେ ଝିଅକୁ ଛାଡ଼ି ଦେଇ ତାର ବାପଘରକୁ ଚାଲି ଯାଇଛି। ତେଣୁ ମା ବିନା ଦେଢ଼ ବର୍ଷର କୁନି ଝିଅର ଚିକିତ୍ସାରେ ବାଧକ ଉପୁଜୁଚି। ବାପା ଅଣ୍ଟା ଜନିତ ରୋଗରେ ଶିକାର ହୋଇ ଥିବାରୁ କେଉଁ ଆଡେ କାମକୁ ଯାଇ ପାରୁନି। ତେଣୁ ଅନନ୍ୟା ଫାଉଣ୍ଡେସନ କୁନି ଝିଅକୁ ନିଜର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ପ୍ରତି ମାସରେ ଶିଶୁ ଖାଦ୍ୟ ଓ ଔଷଧ ଯୋଗାଉଛି। ଏ ମାସରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ଜୀବନ ଜ୍ୟୋତି କୁନି ଝିଅ ପାଖରେ ପହଁଚି ଖାଦ୍ୟ ପ୍ରଦାନ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!