Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଂଶୀଧର ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ

by ସଞ୍ଜୟ ସ୍ୱାଇଁ
July 19, 2021
in Planning and Development, State
ବଂଶୀଧର ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ
315
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ,ଇଟାମାଟି, ନୟାଗଡ଼ ଓ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ତରଫରୁ ସକାଳ ୯ ଘଟିକା ସମୟରେ ଶ୍ରୀ ରଘୁନାଥ ମନ୍ଦିର ପରିସରରୁ ଚାରାବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଉକ୍ତ କାର୍ୟ୍ୟକ୍ରମ ରେ ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସମାଜସେବୀ ବସନ୍ତ କର,ସନ୍ତୋଷ କୁମାର ମିଶ୍ର,ବିଭୁତିଭୂଷଣ ସାହୁ,ବସନ୍ତ କୁମାର ସାହୁ, ଖଣ୍ଡପଡାର ସମାଜସେବୀ ବିନୋଦିନୀ ମହାନ୍ତି ଏବଂ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁବ୍ଲକ ସଭାପତି ବିଦ୍ୟାଧର ଦାଶ, ସଂପାଦକ ଭାଗିରଥି ଜେନା, ମହିଳା ଶାଖା ସଭାନେତ୍ରୀ ଜଲି ଦାଶ, ଉପସଭାନେତ୍ରୀ ରାଜଲକ୍ଷ୍ମୀ ସେନାପତି, ସଂପାଦିକା ନମିତା ଜେନା ଓ ନଳିନୀ ସାହୁ, ଶାନ୍ତିଲତା ଜେନା, କ୍ଷେତ୍ରବାସୀ ଜେନା, ମାଳତି ସାହୁ, ବବିତା ବେହେରା ଓ ଲକ୍ଷ୍ମୀ ଜେନା ପ୍ରଭୃତି କର୍ମକର୍ତ୍ତା ଯୋଗ ଦେଇଥିଲେ।ପ୍ରତି ଘରକୁ ଘର ବୁଲି ଉଭୟ ଅନୁଷ୍ଠାନ ପକ୍ଷରୁ ଅଅଁଳା, ଲେମ୍ବୁ, ଡାଳିମ୍ବ, ପିଜୁଳି ଆଦି ଚାରାବଣ୍ଟନ କରାଯାଇଥିଲା। ପବ୍ଲିକ ରାଇଟସ ଆସୋସିଏସନର ରାଜ୍ୟ ଉପଦେଷ୍ଟା ଯଶୋବନ୍ତ ପଟ୍ଟନାୟକ ଏବଂ ପଲିଟିକାଲ ସର୍କସର କଳାକାର ରବୀନ୍ଦ୍ର ରାଉତ ଏହି କାର୍ୟ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଚାରାବଣ୍ଟନ କରିଥିଲେ। ସମଗ୍ର ଓଡ଼ଗାଁ ଅଞ୍ଚଳରେ ଉକ୍ତ କାର୍ୟ୍ୟକ୍ରମ ଦଶଦିନ ଧରି ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!