ଭୁବନେଶ୍ୱର,(ବାଘୁଆବାର୍ତ୍ତା):ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି। ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ। ମେ ୧୬ରେ ହେବ ଭୋଟ ଗଣତି ହେବ। ଏପ୍ରିଲ୍ ୧୯ରେ ବିଜ୍ଞପ୍ତି ପ୍ରକାଶ ସହ ମନୋନୟନପତ୍ର ଦାଖଲ ଆରମ୍ଭ ହେବ। ଏପ୍ରିଲ୍ ୨୬ ମନୋନୟନପତ୍ର ଦାଖଲର ଶେଷ ତାରିଖ। ସିଇଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ହୋଇଥିଲା।





