Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫୁଲବାଣୀ ବନ ବିଭାଗକୁ ବଡ ସଫଳତା

by ସଞ୍ଜୟ ସ୍ୱାଇଁ
April 4, 2024
in Crime, State
ଫୁଲବାଣୀ ବନ ବିଭାଗକୁ ବଡ ସଫଳତା
108
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ଫୁଲବାଣୀ ବନ ବିଭାଗକୁ ବଡ ସଫଳତା। ଶିକାରୀ ଗିରଫ। ସୁଡୃକୁମ୍ପା ରେଞ୍ଜ ଅଧୀନରେ ଥିବା ଡୋଙ୍ଗା ସାଗରଖିତ ଜଙ୍ଗଲରେ ଶିକାରୀ କ୍ଯାମ୍ପ ନେଇ ସୂଚନା ପାଇଥିଲା ବନ ବିଭାଗ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁରା ଟିମ୍। ପେଟ୍ରୋଲିଂ ଟିମ୍ ଦେଖି ୬ ଜଣ ଶିକାରୀ ଦୌଡି ପଳାଇଥିଲେ। କ୍ୟାମ୍ପରୁ ମୃତ ଶମ୍ବର ମୁଣ୍ଡ, ୪ କେଜି ଶମ୍ବର ମାଂସ, ଏକ ମୃତ ମାଙ୍କଡକୁ ଜବତ କରାଯାଇଛି। ଏଥି ସହ ପାଞ୍ଚଟି ଟାଙ୍ଗିଆ, ୪ଟି ଛୁରୀ ସହ ଶିକାର ପାଇଁ ବ୍ୟବହୃତ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଛି ବନ ବିଭାଗ। ବନ ବିଭାଗ କାବୁ କରିଥିବା ଶିକାରୀ ରମେଶ ଭେଙ୍ଗରାକୁ ଅଟକ ରଖି ପଚରାଉଚରା କଲାପରେ ସମସ୍ତ ଶିକାରୀଙ୍କ ଘର ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି। ରମେଶ ମୁର୍ମୁକୁ ଅଧିକ ପଚରାଉଚରା ପରେ ଫୁଲବାଣୀ ଏସଡିଜେଏମ୍ କୋର୍ଟକୁ ପଠାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!