ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଗତକାଲି ଭୁବନେଶ୍ୱରଠାରେ ହୋଇଥିବା ପ୍ରେଟୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ କଟକ ଏସ୍ସିବିରେ ଚିକିତ୍ସାଧିନ ଥିବା ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଏହି ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ ବୋଲି ଜଣାଯାଇଛି । ଏହି ଦୁର୍ଘଟଣାରେ ପ୍ରେଟୋଲ୍ ପମ୍ପ ଭାଙ୍ଗି ରୁଜି ଯାଇଥିବା ବେଳେ ଆଖପାଖ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି ।






